Uncategorized

ଲକ୍ଷ୍ମୀ ନାରାୟଣ ମନ୍ଦିରରେ ପ୍ରସାଦ ବଟଂନ

ରାଉରକେଲା,୧୧/୩ (ଉତ୍କଳ ସମାଚାର):ରାଉରକେଲା ପୁରୁଣା ଷ୍ଟେସନ ରୋଡ଼ ସ୍ଥିତ ଲକ୍ଷ୍ମୀ ନାରାୟଣ ମନ୍ଦିରରେ ଅମବାସ୍ୟାକୁ ନେଇ ପ୍ରସାଦ ବଟଂନ କାର୍ଯ୍ୟକ୍ରମ କରାଯାଇଥିଲା । ମୁଖ୍ୟ ଯଯମାନ ଭାବରେ ସାରିକା ମୋଦି, ଦୀପକ ମୋଦି ସାମିଲ ହୋଇଥିଲେ । ସଂନ୍ଧ୍ୟା ୮ ଟାରେ ଶ୍ରୀ ନାରାୟଣୀ ନମୋଃ ନମୋଃ ସଂଗଠନ ପକ୍ଷରୁ ଅମବାସ୍ୟାକୁ ନେଇ ଶତାଧିକ ଭକ୍ତଙ୍କ ମଧ୍ୟରେ ପ୍ରସାଦ ବଟଂନ କାର୍ଯ୍ୟକ୍ରମ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ସଂଗଠନର କର୍ମୀମାନେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ପୁରୁଣା ଷ୍ଟେସନ ରୋଡ, ପ୍ଲାଟଂସାଇଟ୍ ରୋଡ଼ ଓ ଷ୍ଟେସନ ରୋଡ଼ର ଭକ୍ତମାନେ ଯୋଗ ଦେଇଥିଲେ । ପ୍ରତିମାସ ଅମବାସ୍ୟା ଦିନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ ।

Leave a Reply

Your email address will not be published. Required fields are marked *