Uncategorized

ଦ ହୁମାନିଟି ଫାଉଣ୍ଡେସନ ର ଶ୍ରଦ୍ଧା ଆଶ୍ରମ ରେ ଉତ୍କଳ ଦିବସ ପାଳନ

ରାଉରକେଲା,୩/୪ (ଉତ୍କଳ ସମାଚାର): ଏପ୍ରିଲ୨ ତାରିଖ ଦିନ ଦ ହୁମାନିଟି ଫାଉଣ୍ଡେସନ ର ଉତ୍କଳ ଦିବସ ସେକ୍ଟର ୧୬ ଶ୍ରଦ୍ଧା ଅନୁଷ୍ଠାନ ରେ ପାଳନ ହୋଇଯାଇଛି । ଉକ୍ତ କାର୍ଯ୍ୟ କର୍ମ ଟି କୁ ଦ ହୁମାନିଟି ଫାଉଣ୍ଡସନର ଫାଉଣ୍ଡର୍ ଦୀପ୍ତି ସୁନ୍ଦରାୟ ଙ୍କ ପରିଚାଳନା ରେ ହୋଇଥିଲା । ଏହି କାର୍ଯ୍ୟକ୍ରମ ରେ ଫାଉଣ୍ଡେସନ ର ସଦସ୍ୟ ଲିନା ବିଶ୍ଵାଳ, ଲିନା ତ୍ରୀପାଠୀ, ବିଜୟ ସୁନ୍ଦରାୟ, ନମିତା ନାୟକ, ରଶ୍ମିତା ମଲ୍ଲିକ, ସ୍ନିଗ୍ଧା ପୁହାଣ, ରଶ୍ମିତା ବିଶୋଇ, କାମିନୀ ମୋହୋତ, ଗୀତାଞ୍ଜଳି ଆଚାର୍ଯ୍ୟ, ସ୍ଵସତି ରାୟ, ବିଭୁ ପଟ୍ଟନାୟକ ଓ ଜିତେନ୍ ମହାନ୍ତି ପ୍ରମୂଖ ଉପସ୍ଥିତ ରହି ସାହାଯ୍ଯ ର ହାତ ବଢାଇଥିଲେ । ଏଠାରେ ମୂଖ୍ୟ ଅତିଥି ଭାବରେ ଅଜୟ ପରିହାରି , ଓପି ସିଂହ, dr ଲଲାତେନ୍ଦୁ ଆଚାର୍ଯ୍ୟ, କାର୍ତ୍ତିକ ପାଣ୍ଡବ ସାର୍, ସୁନୀତା ଦେବୀ ତାଙ୍କର ବହୁ ମୂଲ୍ୟ ସମୟ ଯୋଗଦାନ କରିଥିଲେ , ସ୍ୱର୍ଗତ ଦିଲୀପ ମହାରଣା ଙ୍କ ସ୍ମୃତି ଉଦ୍ୟସ ରେ ଏକମିନିଟ ନିରବ ପ୍ରାଥ୍ରନା କରାଯାଇଥିଲା। ବହୁ ବିଶିଷ୍ଟ ପତ୍ରକାର ମଧ୍ୟ ଉପସ୍ଥିତ ଥିଲେ, କିଛି ସୋସିଆଲ ୱର୍କର ମାନଙ୍କୁ ଭି ଆମନ୍ତ୍ରଣ କରାଯାଇଥିଲା । ବିଶ୍ୱଜିତା ମୋହାପାତ୍ର, ପ୍ରମୋଦ ଜଗଦେବା ଭାଈ , ଇନ୍ଦ୍ର ଭାଈ, ସୁବାସ ଗୁପ୍ତା ଓ ବସନ୍ତ ଭାଇଙ୍କୁ ବହୁତ୍ ବହୁତ୍ ଧନ୍ୟବାଦ୍ ଆମ ହୁମନିଟି ଫାଉଣ୍ଡେସନ ଉକ୍ତ କାର୍ଯ୍ୟ କର୍ମ ରେ ସହଯୋଗ କରିଥିବାରୁ | ଏଠାରେ ସମସ୍ତ ମେମ୍ବର ଅଂଶଗ୍ରହଣ କରି କାର୍ଯ୍ୟକ୍ରମ କୁ ସଫଳ କରାଇଥିଲେ । ଅନୁଷ୍ଠାନ ରେଜିଷ୍ଟ୍ରି ହେବା ପରେ ଆଜି ସମସ୍ତ ମେମ୍ବର ମାନଙ୍କୁ ପଦ୍ ପଦପି ଦାୟିତ୍ଵ ଦିଆଗଲା । ଧନ୍ୟବାଦ ସୁଜତ ମାମ ଓ ସମସ୍ତ ଶ୍ରଦ୍ଧା ଅନୁଷ୍ଠାନ ର୍ମେମ୍ୱର ମାନଙ୍କୁ | ଶ୍ରଦ୍ଧା ଅନୁଷ୍ଠାନ ର ଛୁଆ ମାନଙ୍କ ପାଇଁ ଜଳଖିଆ ର ବନ୍ଦୋବସ୍ତ କରାଯାଇଥିଲା । ଧନ୍ୟବାଦ ସମସ୍ତ ମେମ୍ବର ମାନଙ୍କୁ ।

Leave a Reply

Your email address will not be published. Required fields are marked *