ମହାନଗରମୁଖ୍ୟ ଖବରରାଜ୍ୟ

ଅଵିଭୂକ୍ତ କୋରାପୁଟ ଜିଲ୍ଲା ମଗଧା ଗୈାଡ ମହାସଭାର ବୈଠକ

ଝରିଗାଁ/ଉମରକୋଟ,୨୨/୧ (ଉତ୍କଳ ସମାଚାର) (ନରସିଂ ବାଘ) : ତା-୨୧-୦୧-୨୦୨୪ ରିଖ ରବିବାର ଦିନ ପୂର୍ବାହ୍ନ ୧୧ଘ: ସମୟରେ ସ୍ଥାନ – ଝରିଗାଁ (ଛତା ଆମ୍)ଠାରେ ଅଭିଭୂକ୍ତ କୋରାପୁଟ ଜିଲ୍ଲାର ମଗଧା ଗୈାଡ ମହାସଭା ର ସଭାପତି ଶ୍ରୀଯୁକ୍ତ ଭୂବନ ଗୋଡ଼ଙ୍କ ଅଧ୍ୟକ୍ଷତାରେ ନଂଵରଙ୍ଗପୁର ଜିଲ୍ଲାର ମଗଧା ଗୈାଡ ମହାସଭାର କାର୍ଯ୍ୟ କାରିଣୀ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଥିଲେ ଉତ୍କଳ ଯାଦବ ମହାସଭା ଜିଲ୍ଲା ସାଧାରଣ ସଂପାଦକ ଶ୍ରୀ ଯୁକ୍ତ ପର୍ଶୁରାମ ନାୟକ ଯାଦବ, ସମ୍ମାନିତ ଅତିଥି ରୂପେ ଯୋଗଦେଇ ଥିଲେ ଅଭିଭୂକ୍ତ କୋରାପୁଟ ଜିଲ୍ଲାର ଉପସଭାପତି ଶ୍ରୀଯୁକ୍ତ ଡମ୍ଭୁରୁ ଗୈାଡ,ସହ ସଂପାଦକ ଶ୍ରୀଯୁକ୍ତ ଡମ୍ଭୁରୁ ଧର ଗୈାଡ, ଏଥିରେ ୧୦ ଗୋଟି ଵ୍ଳକର ସଭାପତି, ସଂପାଦକ, କୋଷାଧ୍ୟକ୍ଷ, ସମେତ ନାୟକ,ପାଇକ,ପାଣିଗ୍ରାହି, ଯୋଗଦେଇ ଥିଲେ, ତାସଙ୍ଗେସଙ୍ଗେ ଅଭିଭୂକ୍ତ କୋରାପୁଟ ଜିଲ୍ଲାର ମଗଧା ଗୈାଡ ମହାସଭାର ନଂଵରଙ୍ଗପୁର ଜିଲ୍ଲା, ଜିଲ୍ଲା କୋମିଟି ପୂନର ଗଠନ କରାଯାଇଥିଲା, ଯଥା-ଶୀଭୁଵନ ଗୈାଡ ସଭାପତି, ଶ୍ରୀ ଯୁକ୍ତ ପର୍ଶୁରାମ ନାୟକ ଯାଦବଙ୍କୁ ସାଧାରଣ ସଂପାଦକ, ଶ୍ରୀତ୍ରିନାଥ ମୁଦୁଲିଙ୍କୁ ସହସପାଦକ,ଶ୍ରୀଡମ୍ଭୁରୁ ଧର ଗୈାଡଙ୍କୁ କୋଷାଧ୍ୟକ୍ଷ,ଓ ଶ୍ରୀମତୀ ସୂଜାତା ଗୈାଡଙ୍କୁଜିଲ୍ଲା ସଭାନେତ୍ରୀ, ଶ୍ରୀପ୍ରଫୁଲ୍ଲ କୁମାର ନାୟକଙ୍କୁ ଜିଲ୍ଲା ଯୁବ ସଭାପତି ରୁପେ ଦାୟିତ୍ଵ ଦିଆଯାଇଥିଵାଵେଳେ , ଦସଗୋଟି ବ୍ଳକରୁ ଦୁଇ ଦୁଈଜଣ ଲେଖାଏ ସଦସ୍ୟଙ୍କୁ ଉପସଭାପତି, ସଂପାଦକ ଓ କାର୍ଯ୍ୟ କାରିଣୀ ସଦସ୍ୟ ରୁପେ ନିର୍ବାଚିତ କରଜାଯାଇଥିଲା।ଏହିକୋମିଟି ଆସନ୍ତା ୧ମାସ ଭିତରେ ଭୂବନେଶ୍ପର ଯାଇ ରାଜ୍ୟ ପାଳ, ରାଜ୍ୟ ଓଵିସି କମିସନର,ଓ ୫ଟି ସଚିବଙ୍କୁ ଓ ୫ଟି ଚେରମେନ ତଥା ଆମ ଓଡ଼ିଶା ନବିନ ଓଡ଼ିଶା ଶ୍ରୀ ଯୁକ୍ତ ଭି,କେ ପାଣ୍ଡିଆନଙ୍କୁ ମିଶି ସମାଜର ଦାବିପତ୍ର ପ୍ରଦାନ କରିଵେ ଓ ନଂଵରଙ୍ଗପୁର ଜିଲ୍ଲାର ଜିଲ୍ଲା ଓଵିସି ମୋର୍ଚା ତରଫରୁ ମଧ୍ୟ ସଭାଯାତ୍ରାରେ ଵାହାରି ଜିଲ୍ଲା ପାଳଙ୍କୁ ଓଵିସି ମାର୍ଚାର ୧୦ଦଫାଦାବି ପ୍ରଦାନ କରିଵ ଭଲି ନିଷ୍ପତ୍ତି ନିଆଗଲା,ଶେଷରେ ଶ୍ରୀଡମ୍ଭୁରୁ ଧର ଗୈାଡ ଧନ୍ୟବାଦ ଦେଇସଭା ଭୋଙ୍ଗକଲେ।

Leave a Reply

Your email address will not be published. Required fields are marked *