ମହାନଗରମୁଖ୍ୟ ଖବରରାଜ୍ୟ

କେନ୍ଦୁଝର ସଦର ମହକୁମା ରେ ଚଉଦ ତମ ଜାତୀୟ ମତଦାତା ଦିବସ ପାଳିତ ହୋଇଯାଇଛି

କେନ୍ଦୁଝର,୨୫/୧ (ଉତ୍କଳ ସମାଚାର): ସଦର ମହକୁମା ରେ ଚଉଦ ତମ ଜାତୀୟ ମତଦାତା ଦିବସ ପାଳିତ ହୋଇଯାଇଛି, ଦରବାର ହଲ ରେ ଆୟୋଜିତ ଉତ୍ସବ ରେ ଜିଲ୍ଲାପାଳ ଆଶିଷ ଠାକରେ ମୁଖ୍ୟ ଅତିଥି, ଭାବେ ଯୋଗ ଦେଇ ନୂତନ ଭୋଟର ମାନଙ୍କୁ ଭୋଟର କାର୍ଡ ପ୍ରଦାନ କରି ରାଷ୍ଟ୍ର ନିର୍ମାଣ ରେ ନିଜର ଦାୟିତ୍ୱ ନିର୍ବାହ କରିବାକୁ ଆହ୍ୱାନ ଦେଇଥିଲେ, ଅତିରିକ୍ତ ଜିଲ୍ଲାପାଳ ଯଦୁମଣି ମହଲା, ଉପଜିଲ୍ଲାପାଳ ରାମଚନ୍ଦ୍ର କିସ୍କୁ, ନିର୍ବାଚନ ଅଧିକାରୀ ବିକାଶ ସାହୁ, ପୌର ନିର୍ବାହୀ ଅଧିକାରୀ ମଧୁସ୍ମିତା ସାମନ୍ତରାୟ, ଆସିଷ୍ଟାଣ୍ଟ କଲେକ୍ଟର ଏମଡି ଫିରୋଜ,ପିଡି ଡିଆରଡିଏ ବିଷ୍ଣୁ ପ୍ରସାଦ ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ରହି ଉଦବୋଧନ ଦେଇଥିଲେ, ଇଭିଏମ ର କାର୍ଯ୍ୟକାରିତା ର ଲାଇଭ ପ୍ରଦର୍ଶନ କରାଯାଇଥିଲା,

Leave a Reply

Your email address will not be published. Required fields are marked *