Uncategorized

ବିପୁଳ ପରିମାଣରେ ବିଦେଶୀ ମଦ ସହ ଫ୍ରିଜ ଜବତ

ରାଉରକେଲା,୨୭/୩ (ଉତ୍କଳ ସମାଚାର):: ପ୍ଲାଟଂସାଇଟ୍ ପୋଲିସର ସ୍ପେଶାଲ ଟିମ୍ ପାୱାର ହାଉସ ରୋଡ଼ ଅଚଂଳରେ ଥିବା ଜ୍ଞାନୀ ଢ଼ାବାରେ ବିପୁଳ ପରିମାଣରେ ବିଦେଶୀ ମଦ ଜବତ କରିଛି । ଆଶ୍ଚର୍ଯ୍ୟର କଥା ଢ଼ାବା ବନ୍ଦ ରହିଛି । ଢ଼ାବା ଭିତରେ ବେଆଇନ ଭାବରେ ମଦ ରଖାଯାଇଥିଲା । ତାଲା ଭାଙ୍ଗି ପୋଲିସ ବିଦେଶୀ ମଦ ଜବତ କରିଥିଲେ । ୧୧୭ ବୋତଲ ବିଅର, ୩ଟି ଫ୍ରିଜ ସହ ୧୨୫ ଲି ବିଦେଶୀ ମଦ ଜବତ କରିଥିଲେ । କୌଣସି ଲୋକଙ୍କୁ ଗିରଫ କରାଯାଇ ନାହିଁ । ହୋଲିକୁ ନେଇ ବେଆଇନ ଭାବରେ ଢ଼ାବାରେ ବିଦେଶୀ ମଦ ରଖାଯାଇଥିଲା ।

Leave a Reply

Your email address will not be published. Required fields are marked *