Uncategorized

 ଲୋକସଭା ପ୍ରାର୍ଥୀ ଧନୁରଜୟ ସିଧୁ ଜିଲ୍ଲାପାଳ ତଥା ନିର୍ବାଚନ ଅଧିକାରୀ ଙ୍କ ନିକଟରେ  ନାମାଙ୍କନ ପତ୍ର ଦାଖଲ କରିଛନ୍ତି

କେନ୍ଦୁଝର,୨୯/୪ (ଉତ୍କଳ ସମାଚାର): ଆଜି କେନ୍ଦୁଝର ରେ ପ୍ରଥମ ଦିନରେ ବିଜୁ ଜନତାଦଳ ଲୋକସଭା ପ୍ରାର୍ଥୀ ଧନୁରଜୟ ସିଧୁ ଜିଲ୍ଲାପାଳ ତଥା ନିର୍ବାଚନ ଅଧିକାରୀ ଙ୍କ ନିକଟରେ  ନାମାଙ୍କନ ପତ୍ର ଦାଖଲ କରିଛନ୍ତି , କାଳିପଡିଆ ରୁ ଶହ ସହ  ସମର୍ଥକ ,କର୍ମୀ ଙ୍କ ଗହଣ ରେ ଶୋଭାଯାତ୍ରା ରେ ଆସି ଜିଲ୍ଲାପାଳ ଙ୍କ ଅଫିସ ରେ ପହଞ୍ଚି ଥିଲେ , ଜିଲ୍ଲା ବିଜଦ ସଭାପତି କୁଶ ଆପଟ , କେନ୍ଦୁଝର ସଦର ପ୍ରାର୍ଥୀ ମିନା  ମାଝୀ , କରଞ୍ଜିଆ ପ୍ରାର୍ଥୀ ବାସନ୍ତୀ ହେମ୍ବ୍ରମ , ତେଲକୋଇ ପ୍ରାର୍ଥୀ ମାଧବ ସରଦାର , ଚମ୍ପୁଆ ପ୍ରାର୍ଥୀ ସନାତନ ମହାକୁଡ ,ପାଟଣା ପ୍ରାର୍ଥୀ ଜଗନ୍ନାଥ ନାୟକ ,ଘଷିପୁରା ପ୍ରାର୍ଥୀ ବଡ୍ରି ନାରାୟଣ ପାତ୍ର , ଆଶିଷ ଚକ୍ରବର୍ତୀ , ରାଜ ଚକ୍ର ,ନେସାର ହାୟାତ ,ଓ ବହୁ ନେତୃମଣ୍ଡଳୀ ଉପସ୍ଥିତ ଥିଲେ

Leave a Reply

Your email address will not be published. Required fields are marked *