Uncategorized

ଆସନ୍ତା କାଲି ଶ୍ରମିକ ଦିବସରେ ଶ୍ରୀଯୁକ୍ତ ଶାରଦା ପ୍ରସାଦ ନାୟକ ନିଜର ପ୍ରର୍ଥୀ ପତ୍ର ଦାଖଲ କରିବେ

ରାଉରକେଲା,୩୦/୪ (ଉତ୍କଳ ସମାଚାର): ଆସନ୍ତା କାଲି 01/05/24ରିଖ,ଶ୍ରମିକ ଦିବସରେ ଶ୍ରମିକଙ୍କ ପୁଅ ରାଉରକେଲା ବିଜେଡି ର ପ୍ରାର୍ଥୀ ଶ୍ରୀଯୁକ୍ତ ଶାରଦା ପ୍ରସାଦ ନାୟକ ନିଜର ପ୍ରାର୍ଥୀ ପତ୍ର ଦାଖଲ କରିବେ l ସକାଳ 08 ଘଟିକାରୁ ବିଶ୍ରା ଛକ ଠାରୁ ଏକ ବିଶାଳ ରାଲ୍ଲୀ ର ଶୋଭାଯାତ୍ରା ବାହାରି ରାଉରକେଲା ମୁଖ୍ୟ ରାସ୍ତାରେ ଅତିକ୍ରମ କରିବ l ସମସ୍ତଙ୍କ ବିଶେଷ ଅନୁରୋଧ ଆପଣ ମାନେ ଉକ୍ତ କାର୍ଯ୍ୟକ୍ରମ ରେ ଯୋଗ ଦେଇ ଲୋକ ଲୋଚନ କରିବା ହେବେ

Leave a Reply

Your email address will not be published. Required fields are marked *