Uncategorized

ଜଙ୍ଗଲରେ ପଡ଼ି ରହିଛି କୁଢ଼ କୁଢ଼ ନିର୍ଧାରିତ  ସମୟ ସୀମା ପାର  ଔଷଧ ବୋତଲ

 ରାଜଗାଙ୍ଗପୁର,୫/୫ (ଉତ୍କଳ ସମାଚାର): ରାଜଗାଙ୍ଗପୁର ବ୍ଲକର ବୁଚୁକପଡା ପଞ୍ଚାୟତ ର ସିଲକୁଦର ଗ୍ରାମ ନିକଟ ଜଙ୍ଗଲ ପାର୍ଶ୍ୱରେ ବିଭିନ୍ନ ପ୍ରକାରର ଏକ୍ସପାଇଡ ଓଷଧ ବୋତଲ ଗୁଡିକ ଦେଖିବାକୁ ମିଳି ଥିଲା l ଅନୁମାନ କରାଯାଉଛି  କୌଣସି ଦୁଇ ନମ୍ବରୀ ମେଡ଼ିସିନ ବ୍ୟବସାୟ କରୁ ଥିବା ଅନୁମାନ କରା ଯାଉଛି ସେଠାରେ ଅଶ୍ଵଗନ୍ଧା ଚୂନ  କଫସିରାଫ,ଚମନପାସ,ଗ୍ଲୁକୋଚ, ଫୁଟି ଅନ୍ୟାନ୍ୟ ବୋତଲ ଗୁଡିକ ପତି ରହିଥିବା ଔଷଧ ଗୁଡିକର ନିର୍ଦ୍ଧାରିତ  ନିର୍ମାଣର ଶେଷ ତାରିଖ ହୋଇ ଯାଇଥିବା  ଦେଖିବାକୁ ମିଳିଥିଲା  ନିକଟସ୍ଥ କିଛି  ଗ୍ରାମ ବାସୀ ଏହାକୁ ଦେଖି ଏହି ଔଷଧ ଗୁଡିକ ନେଇ ଘରକୁ ନେଇ ଯାଇଥିବା ପ୍ରତେକ୍ଷ୍ୟ ଦର୍ଶୀଙ୍କ  ଠାରୁ ଶୁଣିବାକୁ ମିଳିଥିଲା l ସରକାରଙ୍କ ନିୟମ କି ଏହି ଏକ୍ସ ପାଇଡି ମେଡିସିନ ଗୁଡିକକୁ ଜଳେଇବ ନାହିଁ ତ ଗାତ କରି ପୋତି ଦେବା ନିୟମ ଥିଲେ ମଧ୍ୟ ନିୟମ ଭାଙ୍ଗ କରି ରାସ୍ତାରେ ଫୋପାଡି ଦିଆ ଯାଇଥିବା ଦେଖିବାକୁ ମିଳିଛି l କିଛି ଗ୍ରାମବା

Leave a Reply

Your email address will not be published. Required fields are marked *