Uncategorized

ପୂର୍ବତନ କଂଗ୍ରେସ ବିଧାୟକ ଡାକ୍ତର ସିଏସ ରାଜନ ଏକ୍କାଙ୍କ ଶତାଧିକ ସମର୍ଥକ ଙ୍କୁ ନେଇ ଜନ ସମ୍ପର୍କ ପଦଯାତ୍ରା

ରାଜଗାଙ୍ଗପୁର,୧୦/୫ (ଉତ୍କଳ ସମାଚାର) (ସୁବାଷ ବେହେରା): ଆଜି ସୁନ୍ଦରଗଡ ଜିଲ୍ଲାର ରାଜଗଙ୍ଗପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ରେ କଂଗ୍ରେସ ର ପୂର୍ବତନ ବିଧାୟକ ଡକ୍ଟର ରାଜନ ଏକ୍କାଙ୍କ ସମର୍ଥନରେ ଏକ ନିର୍ବାଚନ ଜନସମ୍ପର୍କ ପଦଯାତ୍ରା କରାଯାଇଥିଲା ସ୍ଥାନୀୟ ବିଜୁ ପଟନାୟକ ଚକ୍ ଠାରୁ, କାଳୀ ମନ୍ଦିର ପରିଦର୍ଶନ କରି, ଓସିଏଲ ମାର୍କେଟ ରେ ମା ତାରା ତାରିଣୀ ମନ୍ଦିର ପରିଦର୍ଶନ କରି, ହନୁମାନ ମନ୍ଦିରକୁ ଯାଇ, ସ୍ଥାନୀୟ ଗାରୁଦ୍ୱାରା ସହିତ ବିଭିନ ଦେବଦେବୀ ଙ୍କ ଆଶ୍ରିବାଦ ଗ୍ରହଣ କରି ନିର୍ବାଚନ ଜନସମ୍ପର୍କ ପଦଯାତ୍ରା କରିଥିଲେ , ଶେଷରେ ରବାନୀ ଛକ ଦେଇ ବାବା ତାଲାବ ଠାରେ ମହାଦେବ ଓ ରୁଦ୍ର ଅବତାର ହନୁମାନଙ୍କ ଦର୍ଶନ କରିଥିଲେ ଏବଂ ସେଠାରେ ଏକ ସାଧାରଣ ସଭା ର ଆୟୋଜନ କରାଯାଇ ଥିଲା ପୂର୍ବତନ କଂଗ୍ରେସ ବିଧାୟକ ଡକ୍ଟର ରାଜନ ଏକ୍କା ସଭାକୁ ସମ୍ବୋଧିତ କରିଥିଲେ ସ୍ୱାଧୀନ ପ୍ରାର୍ଥୀଙ୍କ ସମେତ 7 ଜଣ ପ୍ରାର୍ଥୀ ରାଜଗଙ୍ଗପୁର ବିଧାନ ସଭାରେ ପ୍ରତିଦ୍ବନ୍ଦିତା କରୁଛନ୍ତି କିନ୍ତୁ ଆଜିର କଂଗ୍ରେସର ବିଶାଳ ସମାବେଶ ରାଜଗଙ୍ଗପୁର ଶ୍ରୀ ଏକ୍କା କହିଛନ୍ତି ଯେ ଆମେ ଜିତିବୁ ଆମସାହିତ ସାଧାରଣ ଜନତା ଅଛନ୍ତି କିନ୍ତୁ ଯଦି ଆମେ ନିର୍ବାଚନର ଗତିବିଧି ଦେଖୁ ତେବେ ତ୍ରିକୋଣୀୟ ନିର୍ବାଚନର ପ୍ରଭାବ ବର୍ତ୍ତମାନ ଦେଖାବାକୁ ମିଳୁଛି,କିନ୍ତୁ ସମସ୍ତ ପ୍ରତିଦ୍ବନ୍ଦୀ ନୂତନ ଥିବାବେଳେ ରାଜ଼ାନ ଏକ୍କା ଙ୍କ ଲୋକପ୍ରିୟତା ସହିତ ପାଞ୍ଚ ବର୍ଷ ର ଅଭିଜ୍ଞତା ରହିଛି କିନ୍ତୁ ନିର୍ବାଚନ 10 ଦିନ ପରେ ଥିବାବେଳେ ଆଗକୁ କିଳାହାଡି ଚାଲିବ ତାହା ଦେଖିବା କୁ ବାକିରହିଛି ହେଲେ ଆସନ୍ତୁ ଶୁଣିବା କଣ ଅଛି ଘୋଷଣା ପତ୍ରରେ ବିଧାୟକ ପ୍ରାଥୀ କଣ ହାହୁଛନ୍ତି ପୂର୍ବତନ ବିଧାୟକ ତଥା କଂଗ୍ରେସ ବିଧାୟକ ପ୍ରାର୍ଥୀ ଡକ୍ଟର ସିଏସ ରାଜ଼ାନ ଏକ୍କା

Leave a Reply

Your email address will not be published. Required fields are marked *