ଅପରାଧମହାନଗରମୁଖ୍ୟ ଖବରରାଜ୍ୟ

ସଟା ଖେଳାଳୀଙ୍କ ଆଡ୍ଡା ରେ ଚଢ଼ାଉ 5 ଗିରଫ

ରାଜଗାଙ୍ଗପୁର //25/12/2023 //(ଉତ୍କଳ ସମାଚାର):// ଦୀର୍ଘ ମାସ ପରେ ଆକ୍ସନମୁଡ଼ ରାଜଗାଙ୍ଗପୁର ପୋଲିସ ସଟା ଖେଳାଳି ଙ୍କ ବିଭିନ୍ନ ଆଡ୍ଡାରେ ଉପରେ ଛପାମାରି ପୋଲିସ ସଫଳ ହୋଇ 5 ଜଣଙ୍କୁ ଗିରଫ କରିବା ଜଣା ଯାଇଛି I ବର୍ଷ ବର୍ଷ ଧରି ଗରିବ ଖଟି ଖୁଆ ମଜୁରୀଆ, ରିକ୍ସା ବାଲା,ଟେମ୍ପୁ ଚାଳକ ଏପରି ବହୁ ଜଣ ଏହି ସଟା ଖେଳି ସର୍ବଶାନ୍ତି ହେବା ପରେ ଚୋରି ଏବଂ ଅସାମାଜିକ କାର୍ଯ୍ୟ କରିବା ବୃଦ୍ଧି ପାଇ ଆସୁଥୁଲା I ସଟା ଖେଳ ଉପରେ କିଛି ଲୋକଙ୍କ ଘରେ ଚୁଲି ଜଳିବା ବନ୍ଦ ହୋଇ ଯାଇ ଥିବା ଅଭିଯୋଗ ହେଲେ ମଧ୍ୟ ଏହା ସଟା ଖେଳକୁ ବନ୍ଦ କରିବା ନାମ ନେଉ ନଥୁଲା ପ୍ରଶାସନ କିନ୍ତୁ ବର୍ଷ ମାନ ପୋଲିସ ଏହା ଉପରେ ଆକ୍ସନ ମୁଡ଼ ରେ ଆସି ସାଦାପୋଷାକ ରେ ଯାଇ ବିଭିନ୍ନ ସର୍ଟି ଆତ୍ମା ଉପରେ ଚଢ଼ାଉ କରି ସେମାନଙ୍କ ଠାରୁ ସଟା ଖେଳରେ ବ୍ୟବହୃତ ନଥୂ ପତ୍ର 2200 ଟଙ୍କା 5 ଟି ମୋବାଇଲ ଜବତ କରି 5 ଜଣଙ୍କୁ ଗିରଫ କରିଥିଲେ ଗିରଫ ଙ୍କ ମଧ୍ୟରେ କୁମ୍ଭାରପଡ଼ାର ଆନନ୍ଦ ଦାସ, କୃଷ୍ଣ ପଟେଲ, ଏବଂ ଛେଟୁ ଦାସ ବଗିଚାପଦାର ରାଜକିଶୋର ପ୍ରସାଦ ଓରଫ ଭୋଲା ଇଦିକାମହଲା ର ଏମଡି ଆଜାଦ ଓରଫ ତଲୱାର ଏମାନଙ୍କୁ ଗିରଫ କରି କେସ ନମ୍ବର 558/23 ଧାରା ୟୁ /ଏସ 420/34 ଆଇ ପି ସି 7/ଏଲ ପି ରୁଜୁ କରି କୋର୍ଟି ଚଲାଣ କରିଥିବା ସୂଚନା ମିଳିଛି

Leave a Reply

Your email address will not be published. Required fields are marked *