ପାପଡାହାଣ୍ଡି 14.4.2026:(ଉତ୍କଳ ସମାଚାର) ପାପଡ଼ାହାଣ୍ଡି ବ୍ଲକ କାର୍ଯାଳୟ, ଗୋଷ୍ଟି ସ୍ୱାସ୍ଥ୍ୟକେନ୍ଦ୍ର,ଥାନା ଓ ସମ୍ବାଦ, ଆମ ଓଡ଼ିଶା ପକ୍ଷରୁ ପାପଡ଼ାହାଣ୍ଡି ଗୋଷ୍ଟି ସ୍ୱାସ୍ଥକେନ୍ଦ୍ର ସଭାଗୃହ ଠାରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା ଏଥିରେ 36 ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା। ଓଡ଼ିଆପକ୍ଷ ଅବସରରେ ଏଭଳି ରକ୍ତଦାନ ଶିବିର ଆୟୋଜନ କରି ସଚେତନତା ସୃଷ୍ଟି କରିଥିଲା ଶିବିରରେ ଅତିଥି ଭାବେ ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ, ପୂର୍ବତନ ସାଂସଦ ପର୍ଶୁରାମ ମାଝୀ, ବ୍ଲକ ଅଧକ୍ଷ ସୁଶାନ୍ତ ବେହେରା, ସାଂସଦ ପ୍ରତିନିଧି ସୋମନାଥ ପୂଜାରୀ,ପୂର୍ବତନ ବ୍ଲକ ଅଧକ୍ଷ ତ୍ରିନାଥ ପ୍ରଧାନ, ପୂର୍ବତନ ସରପଞ୍ଚ ବି. ଜଗନ ମୋହନ ରାଓ,ବିଡ଼ିଓ କପିଳଦେବ ସାହୁ, ତହସିଲଦାର ତପନ କୁମାର ନାୟକ ଆଇଆଇସି ଉମେଶ ଚନ୍ଦ୍ର ନାୟକ, ଅଗ୍ନିଶ୍ରମ ଟେଷ୍ଟସନ ଅଫିସର ଦୂରଦକ୍ଷ ବାଘ,ବିଜୟ ବିଷୋୟୀ, ଦୀନେଶ ଅଗ୍ରୱାଲ, ଶିବ ପ୍ରସାଦ ଅଗ୍ରୱାଲ, ମନୋଜ ଅଗ୍ରୱାଲ, ହରି ପାଣିଗ୍ରାହୀ,ତ୍ରିନାଥ ଅମନାତ୍ୟା, ଟୁଟୁ ବିଷୋୟୀ,ପ୍ରମୁଖ ଯୋଗ ଦେଇ ଶିବିର ଉଦଘାଟନ କରି କାର୍ଯ୍ୟକ୍ରମ ଆରମ୍ଭ କରି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ. ରକ୍ତ ଭଣ୍ଡାରର ଡା.ସୁମନ୍ତ ବଳ, ଟେକ୍ନିସିଆନ ହେମନ୍ତ ରାଉତ, ଲବ କୁମାର ରାଉତ, ମନୋଜ ପଟ୍ଟନାୟକ ରକ୍ତ ସଂଗ୍ରହ କରିଥିଲେ। ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ଡ଼.ମନସ୍ମିତା ମହାନ୍ତି, ବି ପି ମ ଶୁଭ୍ର ରଞ୍ଜନ ପଟ୍ଟନାୟକ ପି ଏଚ ଇ ଓ ପ୍ରତାପ କୁମାର ମହାନ୍ତି ବି ଏ ମ ପି ଶ୍ରୀନିବାସ ସି ଏଚ ଓ ପ୍ରଦୂସୁ କୁମାର ବୈପାରୀ, ଗଗନ ବିହାରୀ ମୁରଲୀ, ରାକେଶ କୁମାର ବେହେରା, ଜାଭେଦ ଖାନ, ନୀଲେଦ୍ରୀ ମାଝୀ ବିମଳ ହରିଜନ ସମ୍ବାଦର ବ୍ଲକ ପ୍ରତିନିଧି ଏନ.ଜନାର୍ଦ୍ଧନ ରାଓ ପରିଚାଳନା କରିଥିଲେ। କର୍ଣ୍ଣ ନାୟକ, ପ୍ରତାପ କିଶୋର ନାୟକ, ଶିବାନନ୍ଦ ବେହେରା, ଅଜିତ କୁମାର ପାଢ଼ୀ, ସୁରେଶ କୁମାର ବାଘ, ମହେନ୍ଦ୍ର ମୋହନ ମାଝୀ ସହଯୋଗବକରିଥିଲେ.ରକ୍ତଦାତା ଜୀବନଦାତା: ଡିସେମ୍ବର ବିଷୋୟୀ, ଅର୍ଜୁନ ହରିଜନ,ନିଗମାନନ୍ଦ ଲକ୍ଷଣ ମାଝୀ,ଟି. ସୁଜାତା,ଦେବିଶ୍ରୀ ମହାନ୍ତି,ମଦନ ନାୟକ,ଫକୀର ମୋହନ ଜେନା,ଦେବାଶିଷ ନାୟକ,ସନ୍ଧ୍ୟାରାଣୀ ବେହେରା,ସତ୍ୟଭାମା ସିଂଘ,ଗଜେନ୍ଦ୍ର କୁମାର ସାହୁ,ବିସିକେଶନ ମାଝୀ,ମହେନ୍ଦ୍ର ବିଷୋୟୀ, ପ୍ରୋମଦ ନାୟକ,ଦିଗାମ୍ବର ମେହେର,ନିତ୍ୟାନନ୍ଦ ଖଣ୍ଡଗିରି,ମୋକର ବିଷୋୟୀ,ଭି. ଭାରତଦ୍ୱାଜ,ଉମାକାନ୍ତ ଶବର,ଶରତ ଚନ୍ଦ୍ର କୁଟୁରିକା,ଲବ ସୌରା, ତପନ କୁମାର ନାୟକ, ଅଭିନାଶ ପାତ୍ର, ଚନ୍ଦନ ପାତ୍ର,ପ୍ରସାଦ କୁମାର ସୁବୁଦ୍ଧି,ଜିତେଶ କୁମାର ସୁବୁଦ୍ଧି, ସୁରେନ୍ଦ୍ର କୁମାର ଦାସ, ଅଶ୍ୱନୀ କୁମାର ଭୂଷଣ, ଭକ୍ତି ପ୍ରସାଦ ଶତପଥୀ,ଉଷାବତୀ ଲୋହରା,ନିଖିଳ ଅଗ୍ରୱାଲ,ଗଗନ ହିଆଲ,ବିଶ୍ୱାସ ବିରାଜ ବେହେରା,

