ରାଉରକେଲା ୧୬/୫,(ଉତ୍କଳ ସମାଚାର)ଆଜି ରାଉରକେଲା ଅବକାରୀ ଅଧୀକ୍ଷକ *ଶ୍ରୀଯୁକ୍ତ ଧନେଶ୍ୱର ବରାଡଙ୍କ ନିର୍ଦେଶ କ୍ରମେ, ରାଉରକେଲା ବିଭାଗ ପକ୍ଷ ରୁ ବ୍ରାହ୍ମଣୀତରଙ୍ଗ, ରଘୁନାଥପାଲି, ଛେଣ୍ଡ, ବିଶ୍ରା ଅଞ୍ଚଳ ରେ ଚଢ଼ାଉ କରି ମୋଟ ୧୩ ଗୋଟି କେଶ ରୁଜୁ କରାଯିବା ସହିତ ମୋଟ ୫୧୦ ଲିଟର ବେଆଇନ ମହୁଲି ମଦ, ବେଆଇନ ମହୁଲ ଫୁଲ ୧୦୦ କିଗ୍ରା ତିନୋଟି ବାଇକ୍ -୦୩, – ୧୫.୬୦୦ ଲିଟର ଜବତ କରା ଯାଇଛି ଓ ୧୦,୧୦୦ କିଗ୍ରା ମହୁଲ ପୋଚ ନଷ୍ଟ କରା ଯାଇଛି । ମୋଟ ୧୧ ଟି କେସ ଏବଂ ୨ ଗୋଟି କେସ କରାଯାଇଛି। ମୋଟ ୧୧ ଜଣ ଆସାମୀ କୁ କୋର୍ଟ ଚାଲାଣ କରାଯାଇଛି । ଏହି ଚଢ଼ାଉ ରେ Excise ଶ୍ରୀ ମୋହନ ପଧାନ ଓ ହେମନ୍ତ ମହାନନ୍ଦିଆ,ବିନୋଦିନୀ ବେହେରା , ବିଦୂତ ଭୂଷଣ ଦାଶ, ଆଲୋକ ପ୍ରଧାନ ଓ ଯୁବରାଜ ବାଗ ଓ ଷ୍ଟାଫ୍ଫ- ହେମ ମଞ୍ଜରୀ ବିଶ୍ୱାଳ ,ଗୋବର୍ଦ୍ଧନ ବିଶି ,ଆୟେଶା ମିଂଜ଼,ତ୍ରିଲୋଚନ ପାଢ଼ୀ, ଆକାଶ ପଟେଲ, ନବୀନଭୂୟାଁ,ପ୍ରଦୀପ ଲୁଗୁନ ,ବବୁଲ ସ୍ୱାଇଁ, ଲଷ୍ମୀନାରାୟଣ ପାଣିଗ୍ରାହୀ, ଭିକଟୋରିଆ ଡୁଙ୍ଗଡୁଙ୍ଗ, ଟେରେସା ବାର୍ଲା, ଲିଳିମା ଭୋଇ, ସୂର୍ଯ୍ୟକାନ୍ତ ସ୍ୱାଇଁ, ନିରଞ୍ଜନ ରାଉତ ଆଦି ସାମିଲ ଥିଲେ

