ରାଉରକେଲା16//8,(ଉତ୍କଳ ସମାଚାର)ବିଜୁ ଜନତା ଦଳର ଯୁବ ସାଧାରଣ ସମ୍ପାଦକ,ଟାଣୁଆ ଯୁବନେତା,ସ୍ପଷ୍ଟବାଦୀ,ପରୌପକାରୀ,ସମସ୍ତଙ୍କର ପ୍ରିୟ,ପ୍ରିୟବତ ଭଞ୍ଜ [ଜିତୁ] ୪୦,ଦୀର୍ଘଦିନ ଧରି ଅସୁସ୍ଥତା ହେତୁ ଭୁବନେଶ୍ବର ଘରୋଇ ଡାକ୍ତର ଖାନାରେ ଚିକିଛିତ ସମୟରେ,ଅସମୟରେ ମୃତ୍ୟୁ ବରଣ କରିଛନ୍ତି । ରାଉରକେଲରେ ଏ ଦୁଖଦ ଖବର ପ୍ରଚାରିତ ହେବାମାତ୍ରେ ବିଶେଷ କରି ବିଜୁ ପରିବାରରେଶୋକର ଛାୟା ଖେଳିଯାଇଥିଲା । ବିଧାୟକ ଏବଂ ବିଜୁପରିବାରର ଅନେକ ସଦସ୍ୟ ମାନେ ଚିକିଛା ସମୟରେ ଅନେକ ସହଯୋଗର ହାତ ବଢାଇଥିଲେ ମଧ୍ୟ ଶେଷରେ ନିରାସ ହେବାକୁ ପଡିଥିଲା । ନ୍ୟବର ବିଧାୟକଶ୍ରୀଯୁକ୍ତ ସାରଦା ପ୍ରସାଦ ନାୟକ,ନିଜର ଶୋକ ବାର୍ତାରେ,ଜିତୁ ଭଞ୍ଜ ପରି ଜଣେ ଦଳୀୟ ସାହସୀ ଯୁବନେତୃତ୍ଵକୁ ହରାଇ, ଦଳର ଅପୂରଣୀୟ କ୍ଷତି ଘଟିଛି ବୋଲି କହିଥିଲେ।ଆଜି ୧୬/୦୮/୨୬ ରିଖ ସକାଳେ ତାଙ୍କର ମର ଶରୀର,ଭୁବନେସ୍ଵରରୁ ପ୍ରଧାନ ପଲ୍ଲି,ରାଉରକେଲାଦର୍ଶନ କରିଥିଲେ । ବରିଷ୍ଠ ନେତା ବିରେନ ସେନାପତି ବିଜେଡ଼ି ପତକା ଜିତୁ ଭଞ୍ଜ ଙ୍କ ମର ଶରୀରଉପରେ ପକାଇ ଶେଷ ସମ୍ମାନ ଜଣାଇଥିଲେ । ବରିଷ୍ଠ ନେତା ଜୟନ୍ତ କୁମାର ମିଶ୍ର,ପ୍ରଶାନ୍ତଶେଠୀ,ପିତବାଶ କାଣ୍ଡି, ସନ୍ତୋଷ ନାୟକ, ନାରିନେତ୍ରୀ ଯୋଷ୍ଣା ନାୟକ, ପିଙ୍କୁ ଜୟଶ୍ବାଳ, ସଂଜୀବଛୋଟରାୟ,ବିଜୟ ବରାଳ,କାଲୁ ଲାକ୍ରା,ସୁରେନ୍ଦ୍ର କିଷାନ,ଐର ମହାନ୍ତି,ବାବୁଲାଲ ରଜାକ,କୈଳାଶସାହୁ,ବୁବୁଲି ରାଉତ,କାବୁଲି ପ୍ରତିହାରୀ,ବିକାଶ ଶୁକ୍ଲା,ଅରୁଣ ହାପାତ୍ର,ମାନସ ମହାନ୍ତି,ପପୁଜୟଶ୍ବାଳ,ବିଭୁତି ପୁହାଣ,ସୁନୀଲ ବାରୁଆ,ନିରଞ୍ଜନ ଚୌଧୁରୀ,ଭରତ ଦାସ,ସୁଶାନ୍ତ ପରିଡା, ସମେତ ବହୁଲୋକ ଶେଷ ଦର୍ଶନ କରିବା ସଙ୍ଗେସଙ୍ଗେ ମର ଶାରୀରକୁ ଏକ ସୁ ସଜିତ ସ୍ଵର୍ଗ ବାହନ ଦ୍ଵାରାବେଦବ୍ୟାସ ସ୍ମସାନ ଘାଟ ଅଭିମୁଖେ ଯାତ୍ରା କରିଥିଲେ ।

