Uncategorized

ରାଉରକେଲା ବିଧାୟକ ପ୍ରାଥୀ ଶ୍ରୀ ବୀରେନ୍ଦ୍ର ନାଥ ପଟ୍ଟନାୟକ ଙ୍କ MLA ଟିକେଟ ଆଣିଲେ

ରାଉରକେଲା ,୨୪/୪ (ଉତ୍କଳ ସମାଚାର): ଆଜି ଭାରତୀୟ ଜାତୀୟ କଂଗ୍ରେସ ର ରାଉରକେଲା ବିଧାୟକ ପ୍ରାଥୀ ଶ୍ରୀ ବୀରେନ୍ଦ୍ର ନାଥ ପଟ୍ଟନାୟକ ଙ୍କ MLA ଟିକେଟ ଆଣିଲେ ରାଉରକେଲା ର ଟାଣୁଆ ଯୁବ ନେତା ତଥା ରାଜ୍ୟ କଂଗ୍ରେସ ର ସାଧାରଣ ସମ୍ପାଦକ ଶ୍ରୀ ପ୍ରବୋଧ ଦାସ ରାଜ୍ୟ କଂଗ୍ରେସ ଭବନ ଭୁବନେଶ୍ୱର ରୁ ଶ୍ରୀ ପ୍ରସାଦ ହରିଚନ୍ଦନ ଙ୍କ ହାତରୁ ବିଧିବଦ୍ଧ ଭାବରେ MLA ଟିକେଟ ନେଇ ଆଜି ଶ୍ରୀ ଦାସ ରାଉରକେଲା ଅଭିମୁଖେ ବାହାରିଲେ ତାଙ୍କ ସହିତ ରାଉରକେଲା ରୁ ଶ୍ରୀ ସୁଶାନ୍ତ କୁମାର ବେହରା, ଶ୍ରୀ ଫୁଲ କଂସାରୀ, ଶ୍ରୀ ଶିବ ପ୍ରସାଦ ପାଲ, ଶ୍ରୀ ସୋମିୟା ରଞ୍ଜନ ସାହୁ, ପାର୍ଥ ରାଉତ ଉପସ୍ଥିତ ଥିଲେ ଶ୍ରୀ ବୀରେନ୍ଦ୍ର ନାଥ ପଟ୍ଟନାୟକ ଧନ୍ୟବାଦ ଜଣାଇଲେ ଭାରତୀୟ କଂଗ୍ରେସ ସଭାପତି ଶ୍ରୀ ମାଲିକର୍ଜୁନ ଖଡ଼ଗେ, ଶ୍ରୀମତୀ ସୋନିୟା ଗାନ୍ଧୀ, ଶ୍ରୀ ରାହୁଲ ଗାନ୍ଧୀ, ରାଜ୍ୟ କଂଗ୍ରେସ ପ୍ରଭାରୀ ଶ୍ରୀ ଅଜୟ କୁମାର ଓ ରାଜ୍ୟ କଂଗ୍ରେସ ସଭାପତି ଶ୍ରୀ ଶରତ ପଟ୍ଟନାୟକ ସହିତ ରାଉରକେଲା ର ସମସ୍ତ କଂଗ୍ରେସ କର୍ମୀଙ୍କୁ ଧନ୍ୟବାଦ ଅର୍ପଣ କଲେ।

Leave a Reply

Your email address will not be published. Required fields are marked *