Uncategorized

ବ୍ରାହ୍ମଣୀ ନଦୀକୁ ଗାଧୋଇବାକୁ ଯାଇଥିଲେ: ଜଣେ ମୃତ, ୨ ନିଖୋଜ

ରାଉରକେଲା,୪/୫ (ଉତ୍କଳ ସମାଚାର): ତରକେରା ଘାଟରେ ବୁଡି ଜଣେ ମୃତ। ଅନ୍ୟ ଜଣେ ନିଖୋଜ। ମୃତକ ରାଉରକେଲା ଡେଲିମାର୍କେଟ ଅଞ୍ଚଳର। ତିନି ସାଙ୍ଗ ଗାଧୋଇବାକୁ ତରକେରା ବ୍ରାହ୍ମଣୀ ନଦୀ ଘାଟକୁ ଯାଇଥିଲେ। ଜଣ ପରେ ଜଣେ ବୁଡ଼ି ଯାଇଥିଲେ। ସ୍ଥାନୀୟ ଲୋକ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛନ୍ତି। ଅନ୍ୟ ଦୁଇ ଜଣ ନିଖୋଜ ହୋଇ ଯାଇଥିଲେ।ଅଗ୍ନିଶମ କର୍ମଚାରୀ ଓ ରଘୁନାଥପାଲି ପୁଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି। ଜଣଙ୍କର ଶବ ଉଦ୍ଧାର ହୋଇଛି। ଅନ୍ୟ ଜଣଙ୍କର ଏଯାଇଁ ପତ୍ତା ମିଳିପାରିନି।

Leave a Reply

Your email address will not be published. Required fields are marked *