Uncategorized

ବିଭିନ୍ନ କାର୍ଯ୍ୟକ୍ରମରେ ଦିଲ୍ଲୀପଙ୍କ ଯୋଗଦାନ, କର୍ମୀ ମହଲରେ ଉତ୍ସାହ

ରାଉରେକଲା, ୮/୫ (ଉତ୍କଳ ସମାଚାର): ଚଳିତ ୨୦୨୪ ନିର୍ବାଚନ ପାଇଁ ବେିଜପି ପକ୍ଷରୁ ରାଉରେକଲା ବିଧାନସଭା ପ୍ରାର୍ଥୀ ନିମେନ୍ତ ଦିଲ୍ଲୀପ ରାୟଙ୍କ ନାମ ଘୋଷଣା ପରଠାରୁ ସହରେର ଭୋଟରଙ୍କ ମଧ୍ୟେର ପ୍ରବଳ ଉତ୍ସାହ ପରିଲକ୍ଷିତ ହୋଇଛି । ନିର୍ବାଚନ ଯେତିକି ପୋଖଇ ଆସୁଛି ସେହି ପରିମାଣେର କର୍ମୀମାନଙ୍କ ମହଲେର ଉତ୍ସାହ ଦ୍ୱିଗୁଣିତ ହେବୋର ଲାଗିଛି । ଆଜି ସହରର କୋଏଲ ବ୍ୟାଙ୍କ, ଡିଏଭି ପୋଖରୀ, ବାସନ୍ତୀ କେଲାନୀ, ପାୱାର ହାଉସ୍‌, ପାନେପାଷ, ସିଭିଲ୍ ଟାଉନସିପ୍‌, ଟ୍ରାଫିକ୍ ମୋକର୍ଟ, ସେମତ ଅନ୍ୟାନ୍ୟ ସ୍ଥାନେର ଅୋୟାଜିତ ନିର୍ବାଚନୀ କାର୍ଯ୍ୟକ୍ରମେର ବେିଜପିର ରାଉରେକଲା ବିଧାନସଭା ପ୍ରାର୍ଥୀ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଓ ବିଧାୟକ ଦିଲ୍ଲୀପ ରାୟ ଯୋଗଦାନ କରି କର୍ମୀମାନଙ୍କ ଉତ୍ସାହ ଓ ସମଥର୍ନ ଦେଖି ଅଭିଭୂତ ହୋଇଛନ୍ତି । ଏସବୁ କାର୍ଯ୍ୟକ୍ରମେର ଉପସ୍ଥିତ କର୍ମୀମାନଙ୍କ ମହେର ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି । କାର୍ଯ୍ୟକ୍ରମେର କର୍ମୀମାନେ ଭୋଟ୍ ଫର ବେିଜପି ଓ ଭୋଟ୍ ଫର ଦିଲ୍ଲୀପ ଭାଇ ସ୍ଲୋଗାନ ଦେଇ ନିଜର ସମଥର୍ନ ଜଣାଇଛନ୍ତି । ସିଭିଲ ଟାଉନସିପ୍ ଅଳର ଆଇ-୪, ଏଫ୍‌-୪, ଏଚ୍‌-୪, ଆଇ-୪, ଇ-୪ ଅଳର ମହିଳା ଓ ପୁରୁଷ ମିଶି ୬ଶହରୁ ଊର୍ଦ୍ଧ୍ୱ ଲୋକଙ୍କ ସମାଗମ ହୋଇଥେôଲ । ସେଠୋର କର୍ମୀମାନଙ୍କୁ ସେ ମ୍ବାଧନ କରି ଶ୍ରୀ କହିଲେ ଯେ, ମୁଁ ଏଠାକୁ ଭୋଟ୍ ମାଗିବାକୁ ଆସିଥିଲି କିନ୍ତୁ ଆପଣମାନଙ୍କ ସ୍ନେହ, ଶ୍ରଦ୍ଧା ଓ ଭଲ ପାଇବାକୁ ଦେଖି ମୁଁ ଅଭିଭୂତ । େତେବ ନିର୍ବାଚନରେ ମୁଁ ଜିତିଲେ ଆପଣମାନଙ୍କ ସମସ୍ୟା ପ୍ରତି ଗୁରୁତ୍ୱୋରାପ କରି ସେଗୁଡିକର ସମାଧାନ କରିବା ଦିଗେର ଉଦ୍ୟମ କରିବି । ସେହିପରି ଟ୍ରାଫିକ୍ ମୋକର୍ଟ ଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ୩୦୦ରୁ ୪୦୦ ଲୋକ ସମେବତ ହୋଇ ଦିଲ୍ଲୀପ ବାବୁଙ୍କୁ ନିଜ ନିଜର ସମସ୍ୟା ସମ୍ପକର୍ରେ ଅବଗତ କରାଇଥେôଲ । ସେମାନଙ୍କ ସମସ୍ୟା ସମ୍ପକର୍ରେ ଅବଗତ ହୋଇଥେôଲ । ନିର୍ବାଚନେର ବିଜୟୀ େହେଲେ ସମାନଙ୍କ ସମସ୍ୟା କିପରି ସମାଧାନ ହୋଇପାରିବ ସେଥିପ୍ରତି ଯତ୍ନବାନେ ହେବ ବୋଲି ନିର୍ବାଚନୀ ସଭୋର କର୍ମୀ ଓ ସମଥର୍କମାନଙ୍କୁ ଆଶ୍ୱାସନାେ ଦଇଥେôଲ ।

Leave a Reply

Your email address will not be published. Required fields are marked *