ପାପଡାହାଣ୍ଡି ତା 13/10/26,(ଉତ୍କଳ ସମାଚାର)ରିଖ ରେ ପାପଡାହାଣ୍ଡି ସମ୍ମିଳନୀ କକ୍ଷରେ ସେବାସେତୁ ଅଭିଯାନ ପାଳନ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି l ଏହି ବୈଠକ ଟି( ଜି ଡି ପି ଓ )କମେଳେନ୍ଦୁ ଦାସ ଙ୍କ ସଭାପତି ତ୍ବ ରେ ବୈଠକ ଅନୁଷ୍ଠିତ ହୋଇଥିଲା l ଏହି ବୈଠକ ରେ ମୁଖ୍ୟ ଅତିଥି ଭାବେ ସାଂସଦ ପ୍ରତିନିଧି ଶ୍ରୀ ସୋମନାଥ ପୂଜାରୀ, ମୁଖ୍ୟ ବକ୍ତା ଉପାଧ୍ୟକ୍ଷ ଶ୍ରୀ ସୁଶାନ୍ତ କୁମାର ବେହେରା, ସି ଡି ପି ଓ ଶ୍ରୀମତୀ ସ୍ବର୍ଣ୍ଣପ୍ରଭା ଦାସ,ପାପଡାହାଣ୍ଡି ମେଡିକାଲ ର ଭାରପ୍ରାତ ଅଧିକାରୀ ଡ଼କ୍ଟରଶ୍ରୀ ମତୀ ମନସ୍ମିତା ମହାନ୍ତି, ବି ଏସ ଏସ ଓ ସୁବ୍ରତ କିସାନ, ପ୍ରଭୁତି ମଞ୍ଚାସିନ ଥିଲେ l ସେମାନେ 16ତାରିଖ ହେବାକୁ ସେବାସେତୁ ଅଭିଯାନ କୁ ପ୍ରଚାର ଓ ପ୍ରସାର କରିବାକୁ କହିଥିଲେ ଅନ୍ୟ ସମସ୍ତେ ଲାଇନ ର ଅଧିକାରୀ ମାନେ ଉପସ୍ଥିତ ଥିଲେ l 16ତାରିଖ ରେ ସମସ୍ତ ପ୍ରକାର ଉପଭୋକ୍ତା ଙ୍କୁ ସମସ୍ତ ସାହାଯ୍ୟ ମିଳିବ ବୋଲି ବକ୍ତା ମାନେ କହିଥିଲେ l ମଞ୍ଚ ବି ଏସ ଏସ ଓ ଶ୍ରୀ ସୁବ୍ରତ କିସାନ ପରିଚାଳନା କରିଥିଲେ

