ରାଉରେକଲା,୨୪//୧୦:(ଉତ୍କଳ ସମାଚାର) ରାଉରେକଲା ସହର ବିଭିନ୍ନ ପୂଜା ପେଣ୍ଡାଲେର ମା\” ଦୁର୍ଗାଙ୍କ ୪ଦିନ ପୂଜା ପାଇବା ପରେ ଗୋଟିଏ ଦିନ ବିଶ୍ରାମ ନେଇ ଶୁକ୍ରବାର ମେଲାଣି ଯାତ୍ରା ନୁଷ୍ଠିତ ହୋଇଯାଇଛି । ମା\’ଙ୍କୁ ବିଦାୟ ହେବାକୁ ନେଇ ଭକ୍ତ ମନେର ଯେତିକି ବ୍ୟସ୍ତସ୍ଥା ରହିଥାଏ, ଗୋଟିଏ ସ୍ଥାନେର ଌଡ଼ି୰ୋର ସହରର ସମସ୍ତ ମା\”ଙ୍କ ମୃଣ୍ମୟୀ ମେଢ଼କୁ ଦଶର୍ନ କରିବାର ଉତ୍କଣ୍ଠା ରହିଥାଏ । ରାଉରେକଲା ସହର ତଥା ବନ୍ଧମୁଣ୍ଡା ଭଳି ଆଖପାଖ ଅଚଂଳର ମୋଟ ଶେହରୁ ଊର୍ଦ୍ଧ୍ୱ ମେଢ଼ ହେଉଥିବାରୁ ପ୍ରଶାସନ ଓ ପୁଲିସ ବିଭାଗ ପକ୍ଷରୁ ବିସଜର୍ନ େବେଳ ବ୍ୟାପକ ବ୍ୟବସ୍ଥା ହୋଇଥାଏ । ବିଶ୍ରା ଛକ ଠାରୁ ବନ୍ଧମୁଣ୍ଡା ଅଚଂଳର ମୋଟ ୮ଟି ମେଢ଼ ହେଉଥିବା େବେଳ ସେହି ସମସ୍ତ କମିଟି ପକ୍ଷରୁ ତିଲିକାନଗରେର ଥିବା ପୋଖରୀରେ ବିସଜର୍ନ ହୋଇଥିଲା । ସେହିପରି ଉଭୟ ଷ୍ଟିଲ ସିଟି ସହ ଆରଏମସି ଅଚଂଳର ପ୍ରାୟ ୧ଶହରୁ ଊର୍ଦ୍ଧ୍ୱ ମା\’ଦୁର୍ଗାଙ୍କ ମେଢ଼ ହୋଇଥିବା େବେଳ ସେକ୍ଟର-୧୩ ମେଲଣ ପଡ଼ିଆରେ ଭିତରକୁ ରାତି ୧୦ଟା ସୁଦ୍ଧା କେବଳ ୨ଟି ମା\”ଙ୍କ ମୃଣ୍ମୟୀ ମୂର୍ତି ଭିତରକୁ ପସିଥେôଲ ।ପ୍ରଥମ ସେକ୍ଟର-୨ ଓ ଦ୍ୱିତୀୟେର ବିରାଜପାଲିର ମେଢ଼ ପସିଥେôଲ । ଏହି ସମସ୍ତ ମେଢ଼ ବିସଜର୍ନ ଲାଗି ସେକ୍ଟର-୧୩ ସ୍ଥିତ ମେଲଣ ପଡ଼ିଆରେ ସମସ୍ତ ମେଢ଼କୁ ଏକାଠି ହୋଇ ମାର୍କିଂ କରିବା ପରେ ବାଲୁଘାଟ ଅସ୍ଥାୟୀ ପୋଖରୀରେ ବିସଜର୍ନ କରାଯାଇଥାଏ । କିନ୍ତୁ ଅଧିକାଂଶ ମେଢ଼ ମେଳଣ ପଡ଼ିଆକୁ ନଆସି ସିଧାସଳଖ ବିସଜର୍ନ ସ୍ଥଳକୁ ଚାଲିଯାଉଥେôଲ । ସେକ୍ଟର-୧୩ ମେଲଣ ପଡ଼ିଆରେ ନିୟୋଜିତ କାର୍ଯ୍ୟକ୍ରମେର ଅତିଥି ଭାବେ ରାଉରେକଲା ବିଧାୟକ ସାରଦା ପ୍ରସାଦ ନାୟକ ଓ ସୁନ୍ଦରଗଡ଼ ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ତଥା ରଘୁନାଥପାଲି ବିଧାୟକ ଦୁର୍ଗାଚରଣ ତନ୍ତୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଉଦଘାଟନ କରି ଭକ୍ତି ଓ ବିଶ୍ୱାସର ପ୍ରତୀକ ମା\’ ଦୁର୍ଗାଙ୍କ ପୂଜା ଶାନ୍ତିଶୃଙ୍ଖଳୋର ହୋଇଥିବାରୁ ସହରବାସୀ, ପ୍ରଶାସନ ଓ ପୁଲିସକୁ ସାଧୁବାଦ ଜଣାଇଥେôଲ । ଏଥିସହ ପୁଣି ଆରବରଷକୁ ମା’ଙ୍କ ଅପେକ୍ଷା ବୋଲି କହିଥେôଲ । ଅନ୍ୟ ଅତିଥି ଭୋବ ଶ୍ରମିକ ନେତା ପ୍ରଶାନ୍ତ େବେହରା, ସମାଜେସବୀ ପ୍ରଶାନ୍ତ ସେଠୀ, ପ୍ରାକ୍ତନ ସିିପିସି ସାଧାରଣ ସମ୍ପାଦକ ଭବାନୀ, ଜ୍ୟୋତିରଞ୍ଜନ ମହାନ୍ତି, ଶଙ୍କର ଜେନା, ରାଜୀବ ତିହାରୀ ଓ ସିପିସି ସାଧାରଣ ସମ୍ପାଦକ ବେୀରନ୍ଦ୍ର ନାରାୟଣ ସ୍ୱାଇଁ ସାମିଲ ଥେôଲ । ଉପସଭାତି ଷ୍ଟିଲ ଟାଉନସିପ ଜୋନ ଉପସଭାପତି ଶ୍ରୀକାନ୍ତ ରାୟ, ସିଭିଲ ଟାଉନସିପ୍ ଉସଭାପତି ଧର୍ମେନ୍ର୍ଦ୍ର୍ର ଦୁବେ, ଫଟିର୍ଲାଇଜର ଟାଉନସିପି ଜୋନର ଉସଭାପତି ଦିଲିପ ଜେନା, ସିପିସି କୋଷାଧ୍ୟକ୍ଷ ବିଶ୍ୱନାଥ ଯେ, ଯୁଗ୍ମ ସମ୍ପାଦକ ପଙ୍କଜ ସାମଲ, ପ୍ରକାଶ ଧଳଙ୍କ ସହ କାର୍ଯ୍ୟକାରୀ ସଽସ୍ୟ ନିହାର ରଞ୍ଜନ ସମାନ୍ତରାୟ, ଉପଦେଷ୍ଟା ରବୀନ୍ଦ୍ର ବାରିକ, କାତିର୍କ ଚନ୍ଦ୍ର ଖଣ୍ଡୁଆଳ, ରାହୁଲ ରାୟ,ଉପସ୍ଥିତ ଥେôଲ । କାର୍ଯ୍ୟକ୍ରମକୁ ଝିଲିମା ମହାନ୍ତି ପରିଚାଳନା କରିଥେôଲ । ଏଥିସହ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା । ଏହି ଅବସରେର ଅନେକ ଶ୍ରଦ୍ଧାଳୁ ରିଂ ରୋଡ୍ର ଉଭୟ ପାଶ୍ୱର୍ରେ ଛିଡ଼ା ହୋଇ ମା\”ଙ୍କ ଦଶର୍ନ କରିଥେôଲ । ସୂଚନାଥାଉକି, ଗତବର୍ଷ ରାତି ୧୦ଟା ସୁଦ୍ଧା ମାତ୍ର ୫ଟି ମା\’ଙ୍କ ତିନିଟି ମେଢ଼ ସେକ୍ଟର-୧୩ ମେଲଣ ପଡ଼ିଆରେ ମେଲାଣି ଯାତ୍ରା ଅନୁଷ୍ଟିତ ହୋଇାଥଲା ।


