ରାଜଗାଙ୍ଗପୁର:8//3,(ସୁବାଷ ବେହେରା)ରାଜଗାଙ୍ଗପୁର ନିର୍ବାଚନ ମଣ୍ଡଳୀ ଜାମପାଲି ଫୁଟବଲ ପଡ଼ିଆ ଠାରେ ବ୍ଳକ ସ୍ତରୀୟ ଲକ୍ଷେଘର ସମାଜ ର ବାର୍ଷିକ ମହାସଭା ଓ ବନ୍ଧୁମିଳନ ସମାରୋହ ବୋହୁ ଆଡମ୍ବର ସହିତ ହୋଇଛି ୧/୩/୨୦୨୬ ରବିବାର ଦିନ ଲକ୍ଷେ ଘର ସମାଜ ର ଶତାଧିକ ସଦସ୍ୟ ଓ ସମାଜ ସେବି ମାନଙ୍କ ଉପସ୍ଥିତ ରେ ଯାମପାଲି ସଭାପତି ଗୌତମ ସିଂ ଙ୍କ ନେତୃ ରେ ସଫଳ ଆୟୋଜନ ହେଇଥିଲା ପ୍ରଥମେ ପ୍ରଭୁ ଜଗନ୍ନାଥ ଓ ମଁ ସମଲେଇଁ ଙ୍କୁ ଦୀପ ପ୍ରଯଳିତ କରି ପୂଜାର୍ଚନା କରି ସଭା ଆରମ୍ବ କରିଥିଲେ ଏହି ସମାରୋହ ରେ ସମାଜ କୁ କିପରି ଆଗକୁ ନେଇ ସମାଜ ର ମୁଖ୍ୟ ସ୍ରୋତ ରେ ଯୋଡି ରଖିବା ଓ ଆଗଧାଡିରେ ଯିବା କୁ ହେଲେ ଯୋଉ ଗୁଡିକ ଯୋଗୁ ଆମ ସମାଜ ଆଜି ପଛ ଗୂଂଚିଆ ହୋଇଯାଇଛି ତାହାକୁ ଦୂର କରିବା କୁହେଲେ ଆମ କୁ ସମାଜ ପରିବେଶ କୁ ବଦଳାଇ ବାକୁ ହେବ ଏବଂ ଆସନ୍ତା ପିଢ଼ି କୁ ଉଛ ଶିକ୍ଷା ଦେବାକୁ ହେବ ଏଭଳି ପ୍ରସଙ୍ଗ ଉପରେ ଜୋର ଦେଇ ଆଲୋଚନା କରା ଯାଇଥିଲା ଏବଂ ସଂସ୍କୃତି କ କାର୍ଯ୍ୟକ୍ରମ ଆୟୋଜନ ର ସୁନ୍ଦର ଅରିବେଷଣ ର ଆନନ୍ଦ ନେଇଥିଲେ ଏହି ସଭାରେ ଜିଲ୍ଲା ସଭାପତି ପ୍ରଫୁଲ୍ଲ ସୁନାନୀ,ମହିଳା ଜିଲ୍ଲା ସଭାପତି,ଜିଲ୍ଲା ସମ୍ପାଦିକା ବନିତା ସୁନାନୀ,ସୁମିତା ରାନୀ କରିଆଲି, ଯୋଗ ଦେଇ ଥିବା ବେଳେ, ରାଜଗାଙ୍ଗପୁର ବ୍ଲକ ସଭାପତି ଗୌତମ ସିଂ, ଅର୍ଜୁନ ଜୟପୁରିଆ, ବିରବଲ ସିଂ, ଶହ ଶତାଧିକ ଲକ୍ଷେ ଘର ସଙ୍ଘ ର ସଦସ୍ୟ ମାନେ ଉପସ୍ଥିତ ଥିଲେ

