ଅନୁଷ୍ଠିତ ପାପଡାହାଣ୍ଡି ତା 26.3.2026:(ଉତ୍କଳ ସମାଚାର)ରିଖ ସୋମବାର ଦିନ ଦିବା 10ଘଣ୍ଟା ସମୟ ରେ ସରକାରୀ ଉଚ୍ଚପ୍ରଥମିକ ବିଦ୍ୟାଳୟ ଗୁମିଦୋରା ଠାରେ ନବମ ଆଞ୍ଚଳିକ ସାଧନ କେନ୍ଦ୍ରସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା ଏଥିରେ ଆଞ୍ଚଳିକ ସାଧନ କେନ୍ଦ୍ର ଅନ୍ତର୍ଗତ ପ୍ରଧାନଶିକ୍ଷକ ଓ ସହକାରୀ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଅଂଶଗ୍ରହଣକରିଥିଲେ ବୈଠକ ରେ ଆଲୋଚ୍ୟ ବିଷୟଗୁଡିକ.. ବିଗତ 8ଟି ମାସିକ ବୈଠକ ବିଷୟରେ ଆଲୋଚନା, ଶିକ୍ଷକ ସୋପାନ ରେଜିଷ୍ଟର,ସମାପ୍ତ ସୂଚକ ମାନନୀଦ୍ଧରଣ ଫଳାଫଳ ର ବିଶ୍ଳେଷଣ ଏବଂ ପରବର୍ତ୍ତୀ ପଦକ୍ଷେପ, ଶ୍ରେଣୀ ପର୍ଯ୍ୟବେକ୍ଷଣ ଓ ପ୍ରାଥନା, ବହୁ ଶ୍ରେଣୀ ପରିଚାଳନାର ଦିଗ, ଶିକ୍ଷଣ ପ୍ରସ୍ତୁତି କାର୍ଯ୍ୟକ୍ରମ, ପ୍ରବେଶ ଉତ୍ସବ ଓ ଖଡ଼ିଛୁଆ କାର୍ଯ୍ୟକ୍ରମ, ଗ୍ରୀଷ୍ମ କାଳୀନ ଶିକ୍ଷଣ କାର୍ଯ୍ୟକ୍ରମ ପ୍ରଭୁତି ଅନ୍ତର୍ଭୂକ୍ତ ପ୍ରଧାନୀଗୁଡା ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଧରଣୀ କମର୍ଲାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ କାର୍ଯ୍ୟକ୍ରମ ପରିଚାଳନା ହୋଇଥିଲା ଏବଂ ଏଥିରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଯମୁନା ଜାନି ସହଯୋଗ କରିଥିଲେତାପରେ ସଭା ସମାପ୍ତ କରାଗଲା

