ପାପଡାହାଣ୍ଡି ତା 13.4.2026:(ଉତ୍କଳ ସମାଚାର)ରିଖ ରେ ପାପଡାହାଣ୍ଡି ସି. ଡି. ପି. ଓ ଅଫିସ ଠାରେ ଓଡ଼ିଆ ପକ୍ଷ ପାଳନ ଅବସରରେ ଆମ ରୁଚି ଆମ ଖାଦ୍ୟ ପାଳନ କରାଯାଇଛି ଏଥିରେ ବିଧାୟକ ମନୋହର ରନ୍ଧାରୀ, ଉପାଧକ୍ଷ ଶୁଶାନ୍ତ ବେହେରା, ଏମ. ପି. ପ୍ରତିନିଧି ସୋମନାଥ ପୂଜାରୀ, ଗୋଷ୍ଠୀ ଉର୍ନୟନ ଅଧିକାରୀ କପିଳ ଦେବ ସାହୁ, ବି ଏସ ଏସ ଓ ସୁବ୍ରତ କିସାନ, ବିପିମ ଶୁଧାଂଶୁ ବିଶ୍ୱାଳ, ଏସ ଆଇ ଉମାକାନ୍ତ ଶବର,ଏ ଏସ ଆଇ ଶରତ ଚନ୍ଦ୍ର କଟୁରିକା, ଭାରପ୍ରାପ୍ତ ସି ଡି ପି ଓ ଚନ୍ଦନା ମହାରଣା, ତ୍ରିନାଥ ଅମନlତ୍ୟ ଓ ହରି ପାଣିଗ୍ରାହୀ ପ୍ରଭୁତି ଉପସ୍ଥିତ ଥିଲେ ଝୋଟି 13ଜଣ ଅଂଶ ଗ୍ରହଣ କରିଥିଲେ ସେମାନଙ୍କ ମଧ୍ୟରୁ ତିନି ଜଣ କୁ ପୁରସ୍କୃତ କରଗଲା ସେହିପରି ଆମ ଖାଦ୍ୟ ରେ 10ଟି ଏସ ଏଚ ଜି ଗ୍ରୁଫ ଭାଗ ନେଇ ଥିଲେ ସେମାନଙ୍କ ମଧ୍ୟରେ ମାଅ ଖମ୍ବେଶ୍ବରୀ ପ୍ରଥମ, ପାପଡାହାଣ୍ଡି, ସଦିଆ ମାତା ସେକେଣ୍ଡ ଓ ମହିମା ଏସ ଏଚ ଜି ତୃତୀୟ ହୋଇଥିଲେ. ଏମାନଙ୍କୁ ଅତିଥି ଦ୍ଵାରା ପୁରସ୍କୃତ କରାଯାଇଥିଲା

