ପାପଡାହାଣ୍ଡି ତା 24//.4/2026:(ଉତ୍କଳ ସମାଚାର)ରିଖରେ ପାପଡାହାଣ୍ଡି ବ୍ଲକ ର ସରକାରୀ ପ୍ରାଥମିକ ବିଦ୍ୟାଳୟ ଠାରେ 21/4/2026ଠାରୁ 22/4/2026ଦୁଇ ଦିନ ବିଦ୍ୟାଳୟ ଠାରେ ବ୍ଲକ ସ୍ତରୀୟ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତ କର୍ମଶାଳା ଅନୁଷ୍ଠିତ ହୋଇଥିଲା ଏଥିରେ ବିଭିନ୍ନ ବିଦ୍ୟାଳୟ ର 30ଜଣ ଶିକ୍ଷକ ଓ ଶିକ୍ଷୟିତ୍ରୀ ଯୋଗ ଦେଇଥିଲେ ଓ ଅନେକ ହାତ ତିଆରି ସାମଗ୍ରୀ ତିଆରି କରିଥିଲେ. ସେଗୁଡିକ ବହୁତ ଆକର୍ଷଣ ହୋଇଥିଲା ଏଥିରେ ଏ. ବି ଇ ଓ.- ସି ୟୁ ଏମ -ବି ଆର ସି ସି -ପୂର୍ଣ୍ଣଚନ୍ଦ୍ର ପୂଜରୀ ଙ୍କ ଦାୟତ୍ୱରେ ସି ଆର ସି ସି ପ୍ରକାଶ କୁମାର ପଣ୍ଡା ସି ଆର ସି ସି ଘାଟୁଗୁଡା ଡମ୍ବରୁ ରଣା ଏଥିରେ ଆର ପି ଭାବେ ଯୋଗ ଦେଇଥିଲେ ସି ଆର ସି ସି ପ୍ରଧାନୀଗୁଡା ଧରଣୀ କମର୍ଲା ଏବଂ ସି ଆର ସି ସି ମନୋଜ କୁମାର ମାଝୀ ଏବଂ ଆ ଇ ଭି ଜଗନ୍ନାଥ ହରିଜନ ପରିଚାଳନାରେ ସହଯୋଗ କରିଥିଲେ

