ପାପଡାହାଣ୍ଡି ତା 8.6.26:(ଉତ୍କଳ ସମାଚାର)ରିଖରେ ପାପଡାହାଣ୍ଡି ବ୍ଲକ ର ଚେରେଚେଟାଉଚ୍ଚ ପ୍ରାଥମିକ ବିଦ୍ୟାଳୟ କୁ ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟ ର ଭିତ୍ତି ପ୍ରସ୍ତର ସ୍ଥାପନ, ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଆଭାସୀ ମାଧ୍ୟମରେ କରିଥିଲେ.ଏହି କାଯ୍ୟକ୍ରମ ରେ ନବରଙ୍ଗପୁର ଜିଲ୍ଲାପାଳ ଡ଼ ମହେଶ୍ୱର ସ୍ୱାଇଁ, ଜିଲ୍ଲା ଶିକ୍ଷା ଅଧିକାରୀ ନବରଙ୍ଗପୁର ଶ୍ରୀ ଛତ୍ରପତି ସାହୁ, ଉପାଧ୍ୟକ୍ଷ ସ୍ୱତନ୍ତ୍ର ଉର୍ନୟନ ପରିଷଦ ନବରଙ୍ଗପୁର ଶ୍ରୀ ଲିଙ୍ଗରାଜ ଭତ୍ରା, ସାଂସଦ ପ୍ରତିନିଧି ଓ ଜନଜାତି ରାଜ୍ୟ ସମ୍ପାଦକ ସୋମନାଥ ପୂଜାରୀ, ଗୋଷ୍ଠୀ ଉର୍ନୟନ ଅଧିକାରୀ ପାପଡାହାଣ୍ଡି ଶ୍ରୀ କପିଲଦେବ ସାହୁ, ମଣ୍ଡଳ ଶିକ୍ଷା ଅଧିକାରୀ ସୁଦୀପ୍ତ କୁମାର ଦାସ, ସରପଞ୍ଚ ଚେରେଚେଟା ଶ୍ରୀମତୀ ଉର୍ମିଳା ମାଝୀ, ସମିତି ସଭ୍ୟ ଚେରେଚେଟା ଶ୍ରୀ ପ୍ରଲ୍ଲାଦ ଚଲାଣଏ. ବି ଓ ବାଳକ ଦାସ ରନ୍ଧାରୀ ଓ ସୁଦର୍ଶନ ନାୟକ, ପାପଡାହାଣ୍ଡି ଥାନ ଅଧିକାରୀ ଶ୍ରୀ ଉମେଶ ଚନ୍ଦ୍ର ନାୟିକ, ଜି ପି ଓ.କମଳେନ୍ଦୁ ଦାସ,ଅଗ୍ନିଶ୍ରମ ବିଭାଗ ଓ ମେଡିକାଲ ଟିମ ଉପସ୍ଥିତ ଥିଲେ ଜିଲ୍ଲାପାଳ ଦୀପ ଜାଳି ରିବନ କାଟି ଥିଲେ ଶେଷରେ ବନ୍ଦେ ଉତ୍କଳ ଜନନୀ ଗାନକରି ସଭା ସାଙ୍ଗ କରାଗଲା

