ରାଜଗାଙ୍ଗପୁର ୧୨/୬/୨୦୨୬:(ଉତ୍କଳ ସମାଚାର)/ଗୁରୁବାର ଜାପାନ ରେ ଅନୁଷ୍ଠିତ୨୯ ମେ ଠାରୁ ୬ ଜୁନ ପର୍ଯନ୍ତ ଚାଲିଥିବା ଅଣ୍ଡର ନାଇଁଟିନ ଆସିୟା ହଁକି କପପୁରୁଷ ଅଣ୍ଡର ନାଇଁଟିନ ଫାଇନାଲ ଜିତି ଗୋଲଡ଼ ମେଡାଲ ଆଣିଥିବା ବେଳେ ମହିଳା ବର୍ଗ ରେ ବ୍ରଜ ମେଡଲ ନେଇ ଆଣିଛନ୍ତି ସୂଚନା ମୁତାବକ ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ନିବେଦନ ମନ୍ଦାଇ କେଶ୍ରମାଲ ପଞ୍ଚାୟତ ର ବରପାଲି ଗ୍ରାମ ର ଅରମାନ ସୋନେଗ ଏହି ଗୌରବ ଆଣିଥିବା ବେଳେ ମହିଳା ବର୍ଗରେ କେଶ୍ରମାଲ ପଞ୍ଚାୟତ ର ସୁଇଟି କୁଜୁର ବ୍ରାଉଞ୍ଜ ମେଡଲ ଜିତି ଜିଲ୍ଲା ଓ ଓଡିଶା କୁ ଗୌରବନିତ କରିଛନ୍ତି ଏହି ଦୁଇ ସନ୍ତାନପୁଣି ଥରେ ସାବ୍ୟସ୍ତ କରିଛନ୍ତି ସତରେ ଏମିତିହି କୁହାଯାଏନି ହଁକି ର ଗଡ଼ ସୁନ୍ଦରଗଡ ହଁକି ର ଏନ୍ତୁଳିଶାଳ ରାଜଗାଙ୍ଗପୁର ନିର୍ବାଚନ ମଣ୍ଡଳୀ କେଶ୍ରାମାଲ ପଞ୍ଚାୟତ ଏମିତି ଅନେକ ପ୍ରତିଭା ବାନ ଖେଳାଳୀ ଅଛନ୍ତି ଏବଂ ଦେଇଚୁ ଆହୁରି ଦେବୁ ମଧ୍ୟ୍ୟ ଯଦି ସରକାର କେଶ୍ରାମାଲ ପଞ୍ଚାୟତ ଉପରେ ଦୃଷ୍ଟି ଦିୟନ୍ତି ତାହେଲେ ସବୁ ସମ୍ଭବ ହୋଈ ପାରିବ ବୋଲି କେଶ୍ରାମାଲ ସରପଞ୍ଚ ବିନାୟଭୂଷଣ ବାର୍ଲା ମତବ୍ୟକ୍ତ କରିଛନ୍ତି

