ପାପଡାହାଣ୍ଡି ତା 18.6.2026,(ଉତ୍କଳ ସମାଚାର)ରିଖ ଦିନ ପାପଡାହାଣ୍ଡି ବ୍ଲକ ର ଗୁମିଦୋରା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିଦର୍ଶନ ରେ ଆସିଥିଲେ. ବିଦ୍ୟାଳୟ ପରିଦର୍ଶନ କଲେ ଶିକ୍ଷକ ଉପସ୍ଥାନ ଓ ଛାତ୍ର ଛାତ୍ରୀ ଉପସ୍ଥାନ ଦେଖି ଥିଲେ ତାସହିତ ମଧ୍ୟାର୍ଣ୍ଣ ଭୋଜନ ବୁଲ ଦେଖିଥିଲେ ପ୍ରଥମ ଦିନରେ କମ ପିଲା ଉପସ୍ଥିତ ଥିବା ଦେଖି ଥିଲେ ପାପଡାହାଣ୍ଡି ମଣ୍ଡଳ ଶିକ୍ଷା ଅଧିକାରୀ ସୁଦୀପ୍ତ କୁମାର ଦାସ, ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ଯମୁନା ଜାନି, ସହକାରୀ ଶିକ୍ଷକ ଶରତ ନାୟକ, ମୋହନ ନାୟକ ପୁର୍ଣିମା ହରିଜନ ଓ ଲିପିସା ବେହେରା ଉପସ୍ଥିତ ଥିଲେ. ଏହି ବିଦ୍ୟାଳୟ ରେ କେହିବି ବିଜ୍ଞାନ ଶିକ୍ଷକ ନଥିବାରୁ ଜଣେ ବିଜ୍ଞାନ ଶିକ୍ଷକ ଦେବାପାଇଁ ମଣ୍ଡଳ ଶିକ୍ଷା ଅଧିକାରୀ ଙ୍କୁ ଜଣାଗଲା

