ପାପଡାହାଣ୍ଡି ତା 22.6.26,(ଉତ୍କଳ ସମାଚାର)ରିଖରେ ପାପଡାହାଣ୍ଡି ବ୍ଲକ ପରିସରରେ ବିକାଶ ଧାରା ଓଡିଶା ସାରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି. ଆଜି କୃଷି ସମ୍ବାଦ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥିଭାବେ ପୂର୍ଵ ତନ ସାଂସଦ ଶ୍ରୀ ପର୍ଶୁରାମ ମାଝୀ, ଉପାଧକ୍ଷ ଶ୍ରୀ ଶୁଶାନ୍ତ କୁମାର ବେହେରା,ଗୋଷ୍ଠୀ ଉର୍ନୟନ ଅଧିକାରୀ ଶ୍ରୀ କପିଲଦେବ ସାହୁ, ବି ଜେ ପି କୃଷକ ନେତା ଉପସଭାପତି ଅମ୍ବିକା ପ୍ରଧାନ, ଶିକ୍ଷା ମନ୍ତ୍ରୀ ଙ୍କ ପ୍ରତିନିଧି ଶ୍ରୀ ହରି ମୋହନ ଶର୍ମା, ଭି ଏସ ଅନୀନିଧ୍ୟ ଜେନା, ଅନୁସୂଚିତ ଜାତି ମୋର୍ଚାର ଜିଲ୍ଲା ସାଧାରଣ ସମ୍ପାଦକ ଜିତେନ୍ଦ୍ର ହରିଜନ, ଅଗ୍ରିକେଲଚର ଅଫିସର ତେଜସ୍ୱିନୀ ନାୟକ,ଏ ଇ ଇ ଅଭିମନ୍ୟୁ ବେହେରା, ଜେ ଇ ବିପିନି ତ୍ରିପାଠୀ,ଜେ ଇ ବାପୁଜୀ ନାୟକ, ଜି ପି ଓ କମେଳେନ୍ଦୁ ଦାସ, ବି ଏସ ଏସ ଓ ସୁବ୍ରତ କିସାନ, ଡବ୍ଲୁ ଇ ଓ ଦେବବ୍ରତ ପରିଡା, ବି ଏଲ ସି ସନ୍ଧ୍ୟା ରାଣୀ ବିଶୋୟୀ,ଡାଙ୍ଗରା ମଣ୍ଡଳ ସଭାପତି କେ କ୍ରିଷ୍ଣା,ଦୀନବନ୍ଧୁ ବିଶୋୟୀ, ହରି ପାଣିଗ୍ରାହୀ, ତ୍ରିନାଥ ଆମନାତ୍ୟ,ମୈଦଳପୁର ମଣ୍ଡଳ ସଭାପତି ପୁର୍ଣଚନ୍ଦ୍ର ବିଶୋଇ ପ୍ରଭୁତି ଉପସ୍ଥିତ ଥିଲେ ମାଛ ଚାଷ, କୃଷି, ପଶୁପାଳନ ଉପରେ ସରକାର ଦେଉଥିବା ସବସିଡି ଓ ଏହି ଚାଷ ଦ୍ଵାରା ଉପକୃତ ହୋଇଥିବା ଚାଷୀ ଙ୍କୁ ସଂମ୍ନାନୀତ କରିଥିଲେ ଶେଷରେ ଧନ୍ୟବାଦ ଦେଇ ସଭା ସାଙ୍ଗ କରାଗଲା

