ପାପଡାହାଣ୍ଡି 22.6.26,(ଉତ୍କଳ ସମାଚାର)ତାରିଖ ରେ ପାପଡାହାଣ୍ଡି ବ୍ଲକ ଅଧିନସ୍ତ ପଣ୍ଡିକୋଟ ପଂଚାୟତ ରେ ସରକାର ଙ୍କ ଦୁଇ ବର୍ଷା ପୂର୍ତ୍ତି ଉପଲକ୍ଷେ ବିକାଶ ଧାରା ଓଡିଶା ସାରା କାର୍ଯ୍ୟକ୍ରମ ଉଦଘାଟନ ହୋଇଯାଇଛି ଏହି କାର୍ଯ୍ୟକ୍ରମ ରେ ପଣ୍ଡିକୋଟ ପଂଚାୟତ ର ପି ଓ ସମ ପ୍ରସାଦ ନାୟକ, ଏ ଡି ଇ ଓ ଶରଦ ଚନ୍ଦ୍ର ବିଶୋୟୀ, ଯୋଗାଣ ସହାୟକ ପ୍ରଫୁଲ୍ଲ ହରିଜନ,ପାପଡାହାଣ୍ଡି ମଣ୍ଡଳ ସମ୍ପାଦକ ଡମ୍ବରୁ ଜାନି, ମଣ୍ଡଳ, ଉପସଭାପତି ବଳିଭଦ୍ର ଜାନି, ପଣ୍ଡିକୋଟ ପଂଚାୟତ ର ଶକ୍ତିକେନ୍ଦ୍ର ପ୍ରମୁଖ ଧୀରେନ୍ଦ୍ର ଜାନି, ଏମ ବି କେ ମାର୍ଥାମଞ୍ଜରୀ ଖରା, ଇ ସି ସ୍ୱପ୍ନାରାଣୀ ପାତ୍ର,ସି ଏଚ ଓ ରଂଜିତ କୁମାର ଗଣ୍ଡା, ସି ଏଚ ଓ ଜିତେନ୍ଦ୍ର କୁମାର ଟାକିରୀ, ଏମ ପି ଏଚ ଡବ୍ଲୁ ଅନୁରାଧା ପାତ୍ର,ସଭାପତି ଜି ପି ଏଲ ଜୟନ୍ତୀ ଜାନି, ଗଣପତି ପାଇକ, ଲଷ୍ମୀଧର ଗଣ୍ଡା, ଗୋବିନ୍ଦ ଜାନି, ପୀତବାସ ଜାନି ନାରାୟଣ ଦଣ୍ଡସେନା ଓ ବହୁ ସଂଖ୍ୟା ରେ ପଂଚାୟତ ର ମହିଳା ମାନେ ଜମା ହୋଇଥିଲେ ବକ୍ତା ମାନେ ସରକାର ଙ୍କ ଅନ୍ତରଦୋୟଗୃହ ଯୋଜନା,ଆୟୁଷ୍ମାନ ଯୋଜନା, ଅର୍ଣ୍ଣପୂର୍ଣ୍ଣା ଯୋଜନା, ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟ ପ୍ରଭୃତି ଯୋଜନା ବିଷୟରେ ବୁଝାଇଥିଲେ

