ପାପଡାହାଣ୍ଡି ତା 22. 6.26,(ଉତ୍କଳ ସମାଚାର)ରିଖ ଦ୍ୱିତୀୟ ଦିନ ରେ ମୁଖ୍ୟ ଅତିଥି ଭାବେ ସାଂସଦ ବଳଭଦ୍ର ମାଝୀ, ପୂର୍ବତନ ସାଂସଦ ପର୍ଶୁରାମ ମାଝୀ, ଉପାଧକ୍ଷ ସୁଶାନ୍ତ କୁମାର ବେହେରା, ଗୋଷ୍ଠୀ ଉର୍ନୟନ ଅଧିକାରୀ କପିଲଦେବ ସାହୁ, ମନ୍ତ୍ରୀ ପ୍ରତିନିଧି ହରି ମୋହନ ଶର୍ମା, ସାଂସଦ ପ୍ରତିନିଧି ସୋମନାଥ ପୂଜାରୀ,ଉପାଧ୍ୟକ୍ଷସ୍ୱତନ୍ତ୍ର ଉର୍ନୟନପରିଷଦ ନବରଙ୍ଗପୁର ଲିଙ୍ଗରାଜ ଭତ୍ରା ପ୍ରଭୁତି ମଞ୍ଚାସିନ ଥିଲେ ମଞ୍ଚାସିନ ଅତିଥି ମାନେ ସରକାର କରିଥିବା ଯୋଜନା ଯଥା ଆୟୁଶୁମାନ ଯୋଜନା, ଅର୍ଣ୍ଣପୂର୍ଣ୍ଣା, ଯୋଜନା ଅନ୍ତରଦୋୟ ଗୃହ ଯୋଜନା,ଗୋଦାବରୀଶ ମିଶ୍ର ଆବାସିକ ବିଦ୍ୟାଳୟ ପ୍ରଭୁତି ଯୋଜନା ବିଷୟରେ ବୁଝାଇଥିଲେ ଏହି କାର୍ଯକ୍ରମ ରେ ପାପଡାହାଣ୍ଡି ମଣ୍ଡଳ ସଭାପତି ମନୋଜ ଅଗ୍ରଵାଲ, ଡାଙ୍ଗରା ମଣ୍ଡଳ ସଭାପତି k କ୍ରିଷ୍ଣା, ଜି ପି ଓ କାମଳେନ୍ଦୁ ଦାସ, ବି ଏସ ଏସ ଓ ସୁବ୍ରତ କିସାନ, ଡବ୍ଲୁ ଇ ଓ ଦେବବ୍ରତ ପରିଡା, ବି ପି ସି ଆର ଏଚ ଉମା ମହେଶ୍ୱରୀ, ବି ଏଲ ସି ସନ୍ଧ୍ୟାରାଣୀ ବିଶୋୟୀ, ଜେ ଇ ବିପିନି ତ୍ରିପାଠୀ, ଜେ ଇ ବାପୁଜୀ ନାୟକ,ଶୁଭଶ୍ରୀ ମହାରଣା, ପ୍ରଶାନ୍ତ ପାଣିଗ୍ରାହୀ, ଦୀନବନ୍ଧୁ ବିଶୋଇ, ତ୍ରିନାଥ ଆମନାତ୍ୟ, ଡମ୍ବରୁ ଜାନି ବଳଭଦ୍ର ଜାନି ପ୍ରଭୁତି ଉପସ୍ଥିତ ଥିଲେ ଜନଜାତି ଓ ଅନୁସୂଚିତ ଜନଜାତି ଲୋକ ମାନେ ବିଭିନ୍ନ ବିଭାଗ କାର୍ଯରତବ୍ୟକ୍ତି ଙ୍କୁ ସଂମ୍ନାନିତ କରାଗଲା, ବୋର୍ଡ ପରୀକ୍ଷା ଭଲ ନମ୍ବର ପାସ କରିଥିବା ପିଲାଙ୍କୁ, ଜାନି, ସିରା,ଦିଶାରୀ, ଦେଶୀ ବଇଦ ପ୍ରଭୂତି ଙ୍କୁ ସଂମାନୀତି କରାଗଲା ଶେଷରେ ପିଲାମାନେ ସାଂକୃତିକ ନାଚ ପରିବେଷଣ କରାଗଲା. ମଞ୍ଚ ପରିଚାଳନା ସୁଧାଂଶୁ ବିଶ୍ୱାଳ କରିଥିଲେ

