ରାଉରକେଲା:12//7,(ଉତ୍କଳ ସମାଚାର) ସରକାରୀ ହସ୍ପିଟାଲରେ ରକ୍ତର ଅଭାବକୁ ନଜର ରଖି ରାଉରକେଲା ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଙ୍କ ଅନୁମତି କ୍ରମେ ଆଜି ବିଜୁ ଛାତ୍ର ଜନତା ଦଳ ରାଉରକେଲା ସାଙ୍ଗଠନିକ ଜିଲ୍ଲା ଛାତ୍ର ସଭାପତି ସଞ୍ଜୀତ ଛୋଟରାୟଙ୍କ ନେତୃତ୍ୱରେ ଦେଓଗାଁରେ 20ୟୁନିଟ ରକ୍ତ ସଂଗ୍ରହ କରାଯାଇ ରାଉରକେଲା ସରକାରୀ ଚିକିତ୍ସାଳୟକୁ ହସ୍ତାନ୍ତର କରି ରକ୍ତଦାନ ଶିବିର ଅନୁଷ୍ଠିତ କରାଯାଇଛି.ଉକ୍ତ କାଯ୍ୟକ୍ରମକୁ ଦେଓଗାଁର ବିଜୁ ଜନତା ଦଳର ବରିଷ୍ଠ ନେତୃବୃନ୍ଦ ଶ୍ରୀଯୁକ୍ତ ଲଷ୍ମୀନାରାୟଣ ପାତ୍ର ଓ ୱାର୍ଡ ସଭାପତି ବଳଦେବ ସିଂ ମୁଖ୍ୟ ଅତିଥି ଭାବେ ଉଦଘାଟନ କରିଥିଲେ.ଉକ୍ତ କାଯ୍ୟକ୍ରମରେ ବିଜୁ ଜନତା ଦଳର ଜିଲ୍ଲା ଯୁବ ସଭାପତି ପିଙ୍କୁ ଯାଇଶ୍ଵାଳ, ମହିଳା ସଭାପତି ସନ୍ଧ୍ୟା ଲାକ୍ରା, ବିଭୁତି ପୁହାଣ,ବିରେନ ସେନାପତି, ସୁବାଷ ସ୍ୱାଇଁ, ବାଇନ ସାମଲ, ଗୟା ରଣା, ବିଜୟ ସାହୁ,ପ୍ରକାଶ ଧଳ,ଦୁଷ୍ମନ୍ତ ରାଉତରାୟ,ସାବିତ୍ରୀ ସାହୁ, ସୁକାନ୍ତି, ବିକାଶ ବାରିକ, ଶେଖର ଦାସ, ରିଷି ପ୍ରଧାନ, ସୋନୁ ଗୌଡ଼, ତପୁ, ରୋହିତ ଦେହୁରୀ, ଦିପୁ, ଗୋବିନ୍ଦ, ସୁନୀଲ, ବଣ୍ଟି ସିଂ, ରୋହିତ ତିୱାରୀ, ନିର୍ଭୟ, ରାହୁଲ ଆଚରି , କର୍ଣ୍ଣ ସେଠି ,ପିଣ୍ଟୁ ପଣ୍ଡା,ସୁନନ୍ଦ ବେହେରା, ସନ୍ତୋଷ ଉପସ୍ଥିତ ରହି କାଯ୍ୟକ୍ରମକୁ ସଫଳ କରିଥିଲେ

