ରାଜଗାଙ୍ଗପୁର:24//7,(ଉତ୍କଳ ସମାଚାର) ର ହାଲଚାଲ କେଉଁଟି ଘରେ ଘରେ ଦୋକାନ ବଜାର ଭିତରେ ଆଣ୍ଠିଏ ଆଣ୍ଠିଏ ପାଣି ପଶି ଜନଜୀବନ ଅଷ୍ଟ ବ୍ୟସ୍ତ ତ କେଉଁଠି ରାସ୍ତା ଖାଲ ରେ ପଡ଼ି ଛାତ୍ର ଛାତ୍ରୀ ଆହତ କୁଆଡେ ଯାଉଛି ରାଜଗାଙ୍ଗପୁର ରେ ବିକାଶ ବାହାରେ ସରକାର ? ଯେଉଁ ରାସ୍ତା ଦେଇ ନ୍ୟାୟିଧୀସ ଓକିଲ ଜିଲ୍ଲାପାଳ ଓ ସହ ଶହ ଛାତ୍ର ଛାତ୍ରୀ ଯିବା ଆସିବ କରନ୍ତି ଏହି ମୁଖ୍ୟ ରାସ୍ତାର ଅବସ୍ଥା ଏପରି ଯେ ଖାଲ ମଧ୍ୟରେ ରାସ୍ତା ଖୋଜିବାକୁ ପଡ଼ୁଛି। ବର୍ଷା ହେବା ମାତ୍ରେ ରାସ୍ତାଗୁଡ଼ିକ ପୋଖରୀରେ ପରିଣତ ହେଇ ଯାଉଛି , ଏବଂ ଲୋକମାନେ ଏବଂ ସ୍କୁଲ ପିଲାମାନେ ପ୍ରତିଦିନ ଯାତାୟାତ ପାଇଁ ନିଜ ଜୀବନକୁ ହାତର ନକରି ବାଜି ଲଗାଇବାକୁ ବାଧ୍ୟ ହେଉଛନ୍ନ୍ତି। ନା ବିଧାୟକ ନା ସାଂସଦ ମନ୍ତ୍ରୀ ଦୁଃଖ ବୁଝୁଛନ୍ତି ନା ସରକାରୀ ମହକମା କାହାରିକୁ ଚିନ୍ତା ନାହିଁ ରାଜଗାଙ୍ଗପୁର ଜନସାଧାରଣ ଙ୍କର , କିନ୍ତୁକିନ୍ତୁ ଜନ ସାଧାରଣ ଖୁବ ଚିନ୍ତା କରନ୍ତି ନେତା ମନ୍ତ୍ରୀ ମାନଙ୍କ ପଡ଼ି ଉଠି ଆଣ୍ଠେଇ କି ନେତା ମନ୍ତ୍ରୀ ଙ୍କୁ ସ୍ୱାଗତ କରନ୍ତି ରାଜଗାଙ୍ଗପୁର ବାସିନ୍ଦା ବୋହୁତ ଶ୍ନମାନ ଦିୟନ୍ତି ଖରାତରା ରେ ଘଣ୍ଟା ଘଣ୍ଟା ଧାଡିରେ ଲାଗି ଭୋଟ ଦିୟନ୍ତି ଏହିଦିନ ଦେଖିବାପାଇଁ ଦେଖନ୍ତୁ ରାଜଗାଙ୍ଗପୁର ବାସିନ୍ଦା ପ୍ରତ୍ୟେକ ଖାଲ ବାସ୍ତବତାକୁ ପ୍ରକାଶ କରେ। ଏବେ ଦେଖିବାକୁ ବାକିରହିଲା କିଏ କଣ ବୁଝିଲେ କାହାକୁ କଣ ବୁଝାଇବେ ତାହା ସମୟ ଉପରେ ନିର୍ଧାରିତ ବର୍ତମାନ ର ଗର୍ଭରେ ଲୁଚିରହିଛି ଭବିଷ୍ୟତ ରେ କାହା ଭାଗ୍ୟରେ କଣ ଅଛି

