ରାଜଗାଙ୍ଗପୁର:5//8,(ଉତ୍କଳ ସମାଚାର)ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ନିର୍ବାଚନ ମଣ୍ଡଳୀ ଅଧିନସ୍ଥ ତୁନମୁରା ସ୍ଥିତ ସାର୍ଗୁକିଷାନ ଉଚ୍ଚାବିଦ୍ୟାଳୟ ଇକୋ କ୍ଲବ ଓ ଏନର୍ଜି କ୍ଲବ ଆନୁକୂଲ୍ୟରେ ଭାରତ ସରକାର ଙ୍କ ଜଳସକ୍ତି ମନ୍ତ୍ରାଳୟ ଦ୍ୱାରା ପରିଚାଳିତ ଜାତୀୟ ଜଳମିଶନ ର ଜଳସଂଚାୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ସମଗ୍ର ଓଡିଶା ରେ ଜଳ ସଂରକ୍ଷଣ ଓ ଭୁତଳ ଜଳର ପୁନଃରୁଦ୍ଧାର ପାଈଁ ଚାଲିଥିବା ବ୍ୟାପକ ସରକାରୀ ଅଭିଯାନ ଶବ୍ଦଶ୍ୱର ମିଳାଇ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନେ ଏହି ଅଭିଯାନ ରେ ସକ୍ରିୟ ଅଙ୍କସଗ୍ରହଣ କରିଛନ୍ତି ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଅମରେଶ ସହୂ ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ବର୍ଷା ଜଳ ଯେଉଁଠୀ ପଡେ ଯେତେବେଳେ ପଡେ ତାକୁ ସେଇଠି ସୁରକ୍ଷିତ ସଂରକ୍ଷିତ କରନ୍ତି ବର୍ଷା ଉପରେ ବିଶେଷ ବାର୍ତା ଉପରେ ଆଲୋକପାତ କରାଯାଇଥିଲା ଇକୋକ୍ଲବ ଇନଚାର୍ଜ ଶିକ୍ଷୟତ୍ରୀ ପ୍ରିୟ ଦର୍ଶନୀ ପାଢ଼ୀ,ଏନାର୍ଜି କ୍ଲବ ଇନଚାର୍ଜ ଶିକ୍ଷକ ହରେକୃଷ୍ଣ ସାହୁ ଙ୍କ ମିଳିତ ସହଯୋଗ ରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଏହି ଅବସର ରେ ବିଦ୍ୟାଳୟ ଇକୋ କ୍ଲବ ଓ ଏନାର୍ଜୀ କ୍ଲବ ର ଛାତ୍ର ଛାତ୍ରୀ ମିଳିତ ଭାବେ ଜଳ ର ଅପଚୟ ରୋକିବା ଓ ବର୍ଷାଜଳ ସଂଚୟ କରିବା ପାଇଁ ସପତପାଠ କରିଥିଲେ ପରିବେଶ ସୁରକ୍ଷା ଓ ଜଳ ସଂରକ୍ଷଣ ର ବାର୍ତା ନେଇ ଛାତ୍ର ଛାତ୍ରୀ ମାନେ ହାତରେ ବିଭିନ୍ନ ବେନର ଧରି ସ୍ଥାନୀୟ ଅଂଚଳ ରେ ଏକ ସଚେତନତା ଶୋଭାଯାତ୍ରା କରିଥିଲେ ଏହାସହିତ ଛାତ୍ର ଛାତ୍ରୀ ଦ୍ୱାରା ପ୍ରସ୍ତୁତ ବର୍ଷା ଜଳ ହାର୍ଦ୍ୱେଷ୍ଟିଙ୍ଗ ମୋଡେଲ ପ୍ରଦର୍ଶନୀ ସମସ୍ତ ଙ୍କର ଦୃଷ୍ଟି ଆକର୍ଷଣ କରିଥିଲା ଏହି କାର୍ଯ୍ୟକ୍ରମେ ଛାତ୍ର ଛାତ୍ରୀ ଙ୍କ ମଧ୍ୟରେ ଜଳ ସଙ୍ଗରକ୍ଷଣ ପୋଷ୍ଟର ତିଆରି ପ୍ରତିଯୋଗିତା ହୋଇଥିଲା କୃତି ଛାତ୍ର ଛାତ୍ରୀ ମାନଙ୍କୁ ପ୍ରସ୍କାର ବିତରଣ କର ଯାଇଥିଲା ଏହି କାର୍ଯ୍ୟକ୍ରମ ପରିଚାଳନା ରେ ମନଭାଙ୍ଗି ନାୟକ, ବିକାଶ ଟୋପ୍ପୋ, ଅଞ୍ଜଳି ତିଗା,ସାନିକା ଖାଲକୋ, ଦରବିଲ ମାଝୀ, ରୋଶନୀ ମିଞଜ଼, ପ୍ରମୁଖ ସହଯୋଗ କରିଥିଲେ

