Uncategorized

ଜି ଏସ ଟି କମ ଲାଭ ମିଳୁ ନାହିଁ ଲୋକଙ୍କୁ 

ରାଜଗାଙ୍ଗପୁର 29/9/25/(ଉତ୍କଳ ସମାଚାର):(ସୁବାଷ ବେହେରା)କେନ୍ଦ୍ର ସରକାର ଙ୍କ ପକ୍ଷରୁ ମାନ୍ୟବର ପ୍ରଧାନମନ୍ତ୍ରୀ ଘୋଷଣା କରି ଥିଲେ କି ଗତ 22/9/25/ ଠାରୁ ଅତ୍ୟନ୍ତ ଆବଶ୍ୟକ ଜିନିଷ ଗୁଡିକ ରୁ(ଜିଏସଟି)ଟ୍ୟାକ୍ସ ଛାଡ଼ କରିଵା ପାଇଁ କିନ୍ତୁ ତାର ପ୍ରଭାବ ରାଜଗାଙ୍ଗପୁର ରେ ଦେଖିବାକୁ ମିଳୁ ନାହିଁ ଯାହା ପୂର୍ବରୁ ବିଭିନ୍ନ ସାମଗ୍ରୀ ବିକ୍ରି କରା ଯାଉ ଥିଲା ତାହା ଠାରୁ ବର୍ତମାନ କିଛି ପରିମାଣ ରେ ଅଧିକ ଦର ରେ ବିକ୍ରି ହେଉ ଅଛି lଉଧାରଣ ସହ ଦେଖିବାକୁ ଗଲେ ସରକାର ପେକେଟ କ୍ଷୀର ରେ କମ କରାଯାଇଥିବା ଯଥା ଓମଫେଡ଼ କ୍ଷୀର ପକେଟ ପୂର୍ବରୁ ଯେଉଁ ଦର ଥିଲା ସେହି ଦର ରେ ବଜାର ରେ ବିକ୍ରି ହେଉଅଛି l ସରକାରଙ୍କ ଘୋଷଣା କଣ ସତରେ କରିଛନ୍ତି ନା ଜନସାଧାରଣ ଙ୍କୁ ଭୁଆଁ ବୁଲାଯାଉ ନାହିଁତ ନା  ସରକାର ନିଯୁକ୍ତ ଦେଇଥିବା ପ୍ରଶାସନ ଅଧିକାରୀ ଙ୍କ ଅବହେଳା ସେହି ପରି ଡିଜେଲ ପେଟ୍ରୋଲ ରେ ମଧ୍ୟ ଦର ସୀମିତ ରହି ଯାଇଛି l (ଜିଏସଟି) ସରକାର କମ କରା ଯିବା ପରେ ମଧ୍ୟ ରାଜଗାଙ୍ଗପୁର ରେ ଦର ଦାମ ବୃଦ୍ଧି ହେବା ରେ ଲାଗି ରହିଛି କମିବାର ନାମ ନେଉ ନାହିଁ ତୁରନ୍ତ ପ୍ରଶାସନ ଏବଂ ସରକାର ଦରଦାମ ପ୍ରତି ଧ୍ୟାନ ଦେବା ସହ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ପାଇଁ ବୁଦ୍ଧି ଜୀବି ମହଲ ରେ ଚର୍ଚ୍ଚା ହେଉଛି (ଜିଏସଟି)କମ ଲାଭ ମିଳୁ ନାହିଁ ଲୋକଙ୍କୁ 

Leave a Reply

Your email address will not be published. Required fields are marked *