ଦେଶ -ବିଦେଶବାଣିଜ୍ୟମନୋରଞ୍ଜନମହାନଗରମୁଖ୍ୟ ଖବରରାଜନୀତିରାଜ୍ୟ

“କ୍ରିଏଟ ଇନ୍ ଇଣ୍ଡିଆ ଚ୍ୟାଲେଞ୍ଜ – ସିଜନ ୧” ଅଧୀନରେୱେଭ୍‌ସ୍‌ ପାଇଁ ୨୫ଟି ଚ୍ୟାଲେଞ୍ଜ ଶୁଭାରମ୍ଭ କଲେକେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀବୈଷ୍ଣବ

ରାଉରକେଲା,//(ଉତ୍କଳ ସମାଚାର): // 22/08/2024 //କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ବିଶ୍ୱ ଅଡିଓ ଭିଜୁଆଲ୍ଆଣ୍ଡ ଏଣ୍ଟରଟେନ୍‌ମେଣ୍ଟ୍‌ ସମିଟ (ୱେଭ୍ସ)ର ‘କ୍ରିଏଟ୍ ଇନ୍ ଇଣ୍ଡିଆ ଚ୍ୟାଲେଞ୍ଜ୍ -ସିଜିନ୍-୧’ର ଅଂଶ ବିଶେଷ ଭାବେ ୨୫ଟି ଚ୍ୟାଲେଞ୍ଜର ଶୁଭାରମ୍ଭ କରିଛନ୍ତି। ଉନ୍ମୋଚନଅବସରରେ ଶ୍ରୀ ବୈଷ୍ଣବ କହିଥିଲେ ଯେ ଆଜିର ଉନ୍ମୋଚନଆମର ବିକାଶଶୀଳ ଏବଂ ବିକଶିତ ଅର୍ଥବ୍ୟବସ୍ଥାର ପ୍ରତିଫଳନ। ଏକ ସମ୍ପୂର୍ଣ୍ଣ ନୂତନସ୍ରଷ୍ଟାଙ୍କ ଅର୍ଥବ୍ୟବସ୍ଥା ସୃଷ୍ଟି ହୋଇଛି ଏବଂ ଏହାକୁ ଭାରତର ପ୍ରଧାନମନ୍ତ୍ରୀ ମଧ୍ୟସ୍ୱୀକୃତି ଦେଇଛନ୍ତି ଯାହା ମାର୍ଚ୍ଚ ୨୦୨୪ରେ ତାଙ୍କ ଦ୍ୱାରା ପ୍ରଦାନକରାଯାଇଥିବା ପ୍ରଥମ ଜାତୀୟ କ୍ରିଏଟର୍ସ ପୁରସ୍କାରରେ ପ୍ରତିଫଳିତ ହୋଇଛି ।

Leave a Reply

Your email address will not be published. Required fields are marked *