ମହାନଗରମୁଖ୍ୟ ଖବରରାଜ୍ୟ

ଗାଳ୍ପିକ ସରୋଜ ସାହୁ ଙ୍କ ପୁସ୍ତକ “କାକବନ୍ଧ୍ୟା ର ଖୁସି” ନବୀନ ପଟ୍ଟନାୟକଙ୍କ ଦ୍ୱାରା ଲୋକାର୍ପିତ

ସମ୍ବଲପୁର,୨୨/୯ (ଉତ୍କଳ ସମାଚାର),(ସରୋଜ ସାହୁ): ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟ୍ଟନାୟକ ଆଜି ନବୀନ ନିବାସ ଠାରେ ଗାଳ୍ପିକ ସରୋଜ ସାହୁ ଙ୍କ ଗଳ୍ପ ସଂକଳନ “କାକବନ୍ଧ୍ୟା ର ଖୁସି” ର ଲୋକାର୍ପଣ କରିଛନ୍ତି I ପକ୍ଷୀଘର ପ୍ରକାଶନୀ ଦ୍ୱାରା ପ୍ରକାଶିତ ଏହି ଗଳ୍ପ ସଂକଳନ ରେ ଷୋହଳ ଟି ଗଳ୍ପ ରହିଛି I ପ୍ରତ୍ୟେକ ଗଳ୍ପ ଭିନ୍ନ ସ୍ୱାଦର ଅଟେ I ପ୍ରତି ଗଳ୍ପରେ ସମସାମୟିକ ସମାଜର ସ୍ୱର ପ୍ରତିଫଳିତ ହୋଇଛି I

Leave a Reply

Your email address will not be published. Required fields are marked *