ମହାନଗରମୁଖ୍ୟ ଖବରରାଜ୍ୟ

ଲାଞ୍ଚ ନେଇ ବିଜିଲାନ୍ସ ଜାଲରେ ପାପଡାହାଣ୍ଡି ଦୁଇ ପୋଲିସ ଅଧିକାରୀ

ପାପଡାହାଣ୍ଡି ୨୨/୦୯ (ନରସିଂ ବାଘ) (ଉତ୍କଳ ସମାଚାର): ପାପଡାହାଣ୍ଡି ଥାନାର ଦୁଇ ପୋଲିସ ଅଧିକାରୀ ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଧରାପୋଡିଲେ ପାପଡାହାଣ୍ଡି ପୋଲିସ ଏକ ଟିମ ଘଟନ କରି ଜଟାଵାଲ ପଞ୍ଚାୟତ ଅନ୍ତର୍ଗତ ଜାମ୍ବଗୁଡ଼ା ଗ୍ରାମ ୨୬ନମ୍ବର ରାଜପଥ ୪୦ମିଟର ନିକଟସ୍ତ ଏକ କୁକୁଡ଼ା ଗାଲି ରୁ ଜବତ ବାଇକ ମୁକୁଳାଇବା ବାବଦ ରେ ବରଦେଇ ଗାଁ ର ଲକ୍ଷ୍ମଣ ହରିଜନ ଙ୍କ ଠାରୁ ୪ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଅଧିକାରୀ ମାଡ଼ିବସିଲା ଦୁଇ ପୋଲିସ ଅଧିକାରୀ ହେଲେ ପ୍ରବେଶନାରୀ ପିରିୟଡ଼ ରେ ଥିବା ସବ୍ ଇନ୍ସପେକ୍ଟର ରଘୁନାଥ ହଂସଦା ଓ ଏ ଏସଆଇ ଥିବା ଶିବ ପ୍ରସାଦ ଦଳେଇ ରେଡ୍ ହେଣ୍ଡ୍ ଧରାପଡ଼ିଲେ ଉଭୟ ଙ୍କ ସରକାରୀ ବାସଭଵନ ସମେତ ଥାନାରେ ଛାନଭିନ୍ କରୁଛି ଏହି ଚଢାଉ ରେ ନବରଙ୍ଗପୁର ଓ କୋରାପୁଟ ଦୁଇଟି ଭିଜିଲାନ୍ସ ଅଧିକାରୀ ସାମିଲ୍ ହୋଇଛନ୍ତି ।

Leave a Reply

Your email address will not be published. Required fields are marked *