ପାପଡାହାଣ୍ଡି ତା 15/10/2026,(ଉତ୍କଳ ସମାଚାର)ରିଖ ରେ ପାପଡାହାଣ୍ଡି ବ୍ଲକ ର ସମ୍ମିଳନୀ କକ୍ଷ ପରିସରରେ ଦୁଇଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମ ରେ, ଗୋଷ୍ଠୀ ଉର୍ନୟନ ଅଧିକାରୀ ଶ୍ରୀଯୁକ୍ତ କପିଳ ଦେବ ସାହୁ, ଗ୍ରାମ ପଂଚାୟତଉର୍ନୟନ ଅଧିକାରୀ ଶ୍ରୀ କମଳେନ୍ଦୁ ଦାସ,, ବି ପି ସି ପେସା ଶ୍ରୀ ଗିରିଜା ପ୍ରସାଦ ଦଳେଇ, ମାଷ୍ଟର ଟ୍ରେନର ଶ୍ରୀ ପ୍ରକାଶ କୁମାର ପଣ୍ଡା ଓ ଶ୍ରୀ ମୋନଜ କୁମାର ମାଝୀ ମଞ୍ଚାସିନ ଥିଲେ l ଏହି କାର୍ଯ୍ୟକ୍ରମ ରେ ଦିନକୁ ଚାରୋଟି ବେଚ ଅର୍ଥାତ ଦୁଇଦିନରେ ଆଠ ଟି ବେଚ ପ୍ରଶିକ୍ଷଣ ହେବେ l 15ଓ 16ତାରିଖ( d 2d)ଘର କୁ ଘର ବୁଲିବେ (ବି ଏଲ ଓ )ବୁଥ ଲେବେଲ ଅଧିକାରୀ ଓ ଅଙ୍ଗନୱାଡି ମିଶି(ଏସ ଆ ଆର )ବାଦ ପଡ଼ିଥିବା ଯୋଗ୍ୟ ଭୋଟର କୁ ପୁନଃ ଭୋଟର ତାଲିକାରେ ସାମିଲ କରିବା ପ୍ରଶିକ୍ଷଣ ଦିଆଯାଇଛି

