ରାଉରକେଲା:17//10,(ଉତ୍କଳ ସମାଚାର)ରିଖରେ, ଓଡିଶାର ସାଢେ ଚାରିକୋଟି ଓଡିଆଙ୍କ ହୃଦୟରମଣିଷ,ତଥା ପୂର୍ବତନମୁଖ୍ୟମନ୍ତ୍ରୀ,ରାଜ୍ୟ ବିଜେଡ଼ି ସଭାପତି,ବିରୋଧୀ ଦଳ ନେତା ନବୀନ ବାବୁଙ୍କର ଆଜି ଅସି ତମଜନ୍ମଦିବଶ ରାଉରକେଲା ବିଜୁ ଜନତା ଦଳ ତରଫରୁ ମାନ୍ୟବର ବିଧାୟକ ସାରଦା ପ୍ରସାଦ ନାୟକନେତୃତ୍ବରେ ପାଳିତ ହୋଇଛି । ଦଳର ଛାତ୍ର,ଯୁବ,ମହିଳା ନେତା ଓ ନେତ୍ରୀ,ସଞ୍ଜିତଛୋଟରାୟ,ବାବୁଖାନ, ହିମାଂଶୁ ପଣ୍ଡା,ସୁବାଶ ସ୍ଵାଇଁ,ସୁଶାନ୍ତ ଦାସ,ଦୁଷ୍ମନ୍ତ ରାଉତରାୟ,ପିଙ୍କୁଜୟସ୍ଵଳ,ବୁବୁଲି ରାଉତ,କାବୁଲି ପ୍ରତିହାରୀ,ସୁଧାଂଶୁ ସାମଲ, ଛବି ମହାନ୍ତି,ଯୋଷ୍ଣା ନାୟକଙ୍କସହଯୋଗରେ,ସକାଳ ୧୦ ଘଟିକରେସରକାରୀ ଡାକ୍ତର ଖାନାରେସ୍ବଚ୍ଛକୃତ ରକ୍ତଦାନ ଶିବିର କରାଯାଇ୫୧ ଇଉନିଟ ରକ୍ତ ସଂଗ୍ରହ କରଯାଇଥିଲା,ଏବଂ ସେଠାରେରୋଗୀମାନଙ୍କୁ ଫଳବଣ୍ଟାଯାଇଥିଲା,ଏହାସହିତ ଉପସ୍ଥିତ ଥିବା ସବୁ ଜନସାଧାରଣଙ୍କ ପାଇଂ ପଣା ବଣ୍ଟାଯାଇଥିଲା ।ରାଉରକେଲାରେ ରହିଥିବା ମୋହବିଦ୍ୟାଳୟ ଗୁଡିକରେ ହୋଇଥିବା ନିର୍ବାଚନ ରେ ବିଜୁ ଛତ୍ର ଜନତା ଦଳବିପୁଳ ବିଜୟ ହାସଲ କରିଥିବାରୁ ନବନିର୍ବାଚିତ ନେତା ଓ ନେତ୍ରି ଗଣ,ଛାତ୍ର ଛାତ୍ରୀ ନେ,ପୂର୍ବତନଛାତ୍ରନେତା,ଶିଶିର ସାହୁ,ଡି ଅଭିକ କୁମାର,ବିଭୁତି ପୁହାଣ,ରଣପ୍ରତାପ ସିଂହ, ଶିତୁ ସାମଲ, ସୁଶାନ୍ତପରିଡା,ବିକନ ବଳ,ପୂର୍ଣ ମହାନ୍ତି,ନିର୍ଭୟ ମହାନ୍ତି, ଚିଣ୍ଟୁ ବାରିକ,ଦିଲୀପ ଲହରୀ,ପ୍ରିୟସାହୁ,ବିଶ୍ଵରଞ୍ଜନ ଦାସ,ଅରିଏନ ଙ୍କ ନେତୃତ୍ବରେ ଆସି,ଛେଣ୍ଡ କଲୋନୀ,କଳିଙ୍ଗ ବିହାର ସ୍ଥିତବିଜୁବାବୁଙ୍କ ପ୍ରତିମୁର୍ତୀରେ ମାଲ୍ୟାର୍ପଣ କରି,ନିଜ ନିଜ କଲେଜର ଉନ୍ନତି କରିବା ସଙ୍ଗେସଙ୍ଗେ,ସବୁ ଛାତ୍ର,ଛାତ୍ରୀ ମାନଙ୍କ ସମସ୍ଯା ସମାଧାନ କରିବାପାଇଂ ଶପଥପାଠ କରିଥିଲେ । ଓଡିଶା ତଥାଦେଶର ବିଶିଷ୍ଠ ଶିଳ୍ପପତି ଇଂ ଶ୍ରୀଯୁକ୍ତ ଦୀପ୍ତି ରଞ୍ଜନ ପଟ୍ଟନାୟକ ଙ୍କ ଦ୍ଵାରା ନବନିର୍ବାଚିତଛାତ୍ର ନେତା ଓ ନେତ୍ରୀ ମାନଙ୍କୁ ଉପଢୌକଣ ଦେଇ ସମ୍ମାନିତ କରିବା ସହିତ ଆଶୀର୍ବାଦ ଦେଇଥିଲେ। ପ୍ରିୟ ନବୀନ ବାବୁଙ୍କ ସୁସ୍ଥ ଓ ଦ୍ଦିର୍ଘାୟୁ କାମନା କରି ରାଉରକେଲା ବିଜେଡ଼ି କର୍ମୀ ମାନଙ୍କତରଫରୁ ବାସନ୍ତୀ କଲୋନୀ ସ୍ଥିତ ମୋହାପ୍ରଭୁ ଶ୍ରୀଜଗନ୍ନାଥ ମନ୍ଦିର ସମୁଖରେ ସମୂହ ଦୀପପ୍ରଜ୍ଵଳନ କରାଯାଇ ପ୍ରାର୍ଥନା କରଯାଇଥିଲା । କର୍ମୀ ଓ ଭକ୍ତ ମାନଙ୍କ ପାଇଂ ମୋହାପ୍ରସାଦରସୁ ବନ୍ଦୋବସ୍ତ କରଯାଇଥିଲା । କ।ର୍ଜ୍ୟକ୍ରମରେ ବରିଷ୍ଠ ନେତା ଜୟନ୍ତ କୁମାର ମିଶ୍ର,ବିରେନସେନାପତି, ପ୍ରଶାନ୍ତ ଶେଠୀ,ବୁଲୁ ମହାନ୍ତି, ବଇଲୋଚନ ସାମଲ,ଅକ୍ଷୟ ନାୟକ,ମମତା ପଣ୍ଡା,ଅକ୍ଷୟଦାସ,ବିକାଶ ଶୁକ୍ଲା,ସୁନୀଲ ବାରୁଆ,ଶେଖର ଦାସ,ସାଗର ଜେନା,ପ୍ରିୟ ସାହୁ ପ୍ରମୁଖ ବହୁ ନେତୃବର୍ଗଉପସ୍ଥିତ ଥିଲେ । ଜୟନ୍ତ ମିଶ୍ର

