ନବରଙ୍ଗପୁର:04/11/26,(ଉତ୍କଳ ସମାଚାର)ରିଖରେପାପଡାହାଣ୍ଡି ବ୍ଲକ ଅନ୍ତର୍ଗତ ଘାଟୁଗୁଡା ପଂଚାୟତ ର ଛତ୍ରବର ଗ୍ରାମର ସରକାରୀ ପ୍ରାଥମିକ ବିଦ୍ୟାଳୟ ରେ ତୃତୀୟ ଶ୍ରେଣୀର ତିନି ଜଣ ଛାତ୍ରଛାତ୍ରୀ ବୃତି ପାଇଥିବା ରୁ ପ୍ରଧାନ ଶିକ୍ଷୟତ୍ରୀ ଶ୍ରମତୀ ମମତା ନାୟକ, ସହକାରୀ ଶିକ୍ଷକ ଶ୍ରୀ ପ୍ରଦ୍ୟୁମ୍ନ କୁମାର ପାତ୍ର ଓ ସହକାରୀ ଶିକ୍ଷୟତ୍ରୀ ଶ୍ରୀମତୀ ଶସ୍ମିତା ଭୂଇ ଏହି ତିନି ଜଣ ଶିକ୍ଷକ ବୃତି ପାଇଥିବା ତିନି ଜଣ ଛତ୍ରଛାତ୍ରୀ ହେଲେ ଛତ୍ରବର ଗ୍ରାମର ତାଳଧ୍ବଯ ଭତ୍ରା, ଦୀପାଞ୍ଜଳି ଭତ୍ରା ଓ ଗୁଡିଲି ହରିଜନ ଏହି ତିନି ଜଣଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ଭଦ୍ଧନା କରିଥିଲେ l ଅନ୍ୟ ପିଲାମାନେ ମଧ୍ୟ ଚେଷ୍ଟା କଲେ ସବୁ ପ୍ରକାର କୃତକାର୍ୟ୍ଯ ହୋଇପାରିବେ ବୋଲି କହିଥିଲେ l

