କେନ୍ଦୁଝର:16//11,(ଉତ୍କଳ ସମାଚାର)କେନ୍ଦୁଝର ସରକାରୀ ଖଣି ଯାନ୍ତ୍ରିକ ମହାବିଦ୍ୟାଳୟ ସିଭିଲ ଇଞ୍ଜିନିଅରିଂ ବିଭାଗ ବାର୍ଷିକ ସମାରୋହ ନିର୍ମାଣ ୪.୦ପାଳନ ଅବସରରେ ତୃତୀୟ ବର୍ଷ ଛାତ୍ର ଆରନ ଖାନ ପିକଏଣ୍ଡ ସ୍ପିକ ଇଭେଣ୍ଟ ରେ ପ୍ରଥମ ସ୍ଥାନ ଅଧିକାର କରି ଅଧ୍ୟକ୍ଷ ପ୍ରଫେସର ଡକ୍ଟର ସରୋଜ ଷଡ଼ଙ୍ଗୀ ଙ୍କ ଦ୍ୱାରା ମାନପତ୍ର ଓ ଅର୍ଥ ରାଶି ରେ ସମ୍ବର୍ଦ୍ଧିତ ହୋଇଛନ୍ତି, ଶ୍ରୀମାନ ଆରନ ଏକାଧାର ରେ ଜଣେ କ୍ରୀଡ଼ାବିତ, ଶୃଙ୍ଖଳିତ ଛାତ୍ର ଭାବେ ବେଶ ପରିଚିତ, ତାଙ୍କ ପିତା ଏ ଆର ଖାନ ଜିଲ୍ଲାର ବରିଷ୍ଠ ସାମ୍ବାଦିକ ତଥା ଜିଲ୍ଳା ରେଡ଼କ୍ରସ ର ଯୁଗ୍ମ ସମ୍ପାଦକ ଅଟନ୍ତି,ଏ ଅବସରରେ ମହାବିଦ୍ୟାଳୟ ର ସମସ୍ତ ଅଧ୍ୟାପକ ଅଧ୍ୟାପିକା ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ

