ପାପଡାହାଣ୍ଡି ତା 19/11/26,(ଉତ୍କଳ ସମାଚାର)ରିଖରେ ପାପଡାହାଣ୍ଡି ଆଦର୍ଶ ବିଦ୍ୟାଳୟ ରେ ଷଷ୍ଠ ରୁ ନବମ ଶ୍ରେଣୀ ପିଲାମାନଙ୍କ ପାଇଁ ଗୋଟିଏ ଗୋଟିଏ ଅଭିଭାବକ ବୈଠକ ଅନୁଷ୍ଠିତ ହୋଇଯାଇଛି l ଏହି ବୈଠକ ରେ ପ୍ରିୟବ୍ରତ ନାଗ ଙ୍କ ସଭାପତିତ୍ୱ ରେ ବୈଠକ ଅନୁଷ୍ଠିତ ହୋଇଯାଇଛି l ଏହି ବୈଠକ ରେ ସପ୍ନା ସିଂଘ, ମଞ୍ଜୁଲତା ମହାନ୍ତି, ସୁରଭିରାଣୀ ରଥ,ଗୁରୁଦାସ ମେହେର ଓ ଶୁଭସ୍ମିତା ମତୀ ଓ ଅଭିଭାବକ ମାନେ ଯୋଗ ଦେଇଥିଲେ l ଠିକି ସେହିପରି ଦଶମ ଠାରୁ ଦ୍ୱାଦଶ ପର୍ଯ୍ୟନ୍ତ ଅନ୍ୟ ଏକ ଅଭିଭାବକ ଓ ଶିକ୍ଷକ ବୈଠକ ଅନୁଷ୍ଠିତ ହୋଇଥିଲା l ଏହି ବୈଠକ ରେ ପୀରନସିପାଲ ଦୁଲେଶ୍ୱର ଗେଜୋ ଙ୍କ ଅଧକ୍ଷତା ରେ ବୈଠକ ଅନୁଷ୍ଠିତ ହୋଇଥିଲା ଏଥିରେ ଶିକ୍ଷକ ସମୀର ନାଇକ, ଶୁଚିସ୍ମିତା ନାୟକ, ଏସ ଶୋଭା, କୌଶିକି ପାଣିଗ୍ରାହୀ, ଚନ୍ଦନା ମିସ୍ତ୍ରୀ ଓ ପ୍ରୋଦୋଷ କୁମାର ରାଉତ ପ୍ରଭୁତି ଉପସ୍ଥିତ ଥିଲେ l ପିଲାମାନଙ୍କଭଲ ପାଠ ପଢାଇ ରିଜଲ୍ଟ ଭଲ ପାଇଁ ଆଲୋଚନା ହେଲା l ଅଭିଭାବକ କମ ଆସୁଥିବା ରୁ ଶିକ୍ଷକ ମାନେ ଦୁଃଖ ପ୍ରକାଶ କରିଥିଲେ

