ରାଉରକେଲା ୨୦/୧୧, ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ରାଉରକେଲା ପ୍ଲାଣ୍ଟସାଇଟ୍ ଛକ ଠାରେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତଃ ଇନ୍ଦିରା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ତାଙ୍କ ସ୍ମୃତିଚାରଣ କରିଥିଲେ। ଏହି ଅବସରରେ ରାଉରକେଲା ଜିଲ୍ଲା କଂଗ୍ରେସ ସଭାପତି ସାବିର ହୁସେନ, ପୂର୍ବତନ ଜିଲ୍ଲା କଂଗ୍ରେସ ସଭାପତି ଦେବ ବିହାରୀ, ବରିଷ୍ଠ କଂଗ୍ରେସ ନେତା ରାମାନନ୍ଦ ଶ୍ରୀଚନ୍ଦନ, ପିସିସି ସାଧାରଣ ସମ୍ପାଦକ ପ୍ରମୋଦ ପ୍ରଧାନ, ପିସିସି ପୂର୍ବତନ ସାଧାରଣ ସମ୍ପାଦକ ପ୍ରବୋଧ ଦାସ, ରାଉରକେଲା ଜିଲ୍ଲା କଂଗ୍ରେସ ସଂଖ୍ୟାଲଘୁ ସମ୍ପ୍ରଦାୟ ଅଧ୍ୟକ୍ଷ ଇଜାଜ୍ ଅଖତର, ଯୁବ ନେତା ଶିବୁ ଦୀପ୍, ମ ତ୍ରୀପାଠୀ, ଛାତ୍ରନେତା ସୂର୍ଯ୍ୟକାନ୍ତ ବାରିକ, ମହିଳା ସଭାନେତ୍ରୀ ରଞ୍ଜିତା ମଲ୍ଲିକ, ଉପସଭାପତି ଖାଦେଳ ସେଠୀ, ଉପସଭାପତି ବ୍ରଜେନ୍ଦ୍ର ମହାନ୍ତି, ଉପସଭାପତି ବିନୋଦ ରାଉତ, ପୂର୍ବତନ ସଭାନେତ୍ରୀ ଝରଣା ତ୍ରିପାଠୀ, ବଳିଷ୍ଠ କଂଗ୍ରେସ ନେତା ସୁନୀଲ ପଟ୍ଟନାୟକ, ଶ୍ରୀମତୀ ଇମରାନା ପରବିନ, ଶ୍ରୀମତୀ ଲକ୍ଷ୍ମୀପ୍ରିୟା ରାଉତ, ପ୍ରଦ୍ଯୁମ୍ନ ଷଢଙ୍ଗୀ, ବ୍ଲକ ସଭାପତି ସାକିର ହୁସେନ, ସାହିର ହୁସେନ, ଲଡନ ରିୟାସତ, ପିଣ୍ଟୁ ସାହୁ, ଶିବୁ ସାହୁ, ରାଜେଶ ସାହୁ ଵିକ୍ରାନ୍ତ ସାହୁ, ନିଆଜ ଅହମ୍ମଦ, ଅୟୁବ ଖାନ୍, ସିଫାନ ରିଜଭି, ଅମୀର ଆନସାରୀ, ଏ ଡି ଜାହିଦ, ଇମରାନ ଜାଭେଦ, ଏମ୍ ଡି ନସିମ ପ୍ରମୁଖ ଉପସ୍ଥିତ ଥିଲେ।

