ପାପଡାହାଣ୍ଡି ତା 23/11/26,(ଉତ୍କଳ ସମାଚାର)ରିଖରେ ପାପଡାହାଣ୍ଡି ବ୍ଲକ ଅଧିନସ୍ତ ପଣ୍ଡିକୋଟ ପଂଚାୟତ ର ନୁଆଁଗୁଡା ଖ (ଗୁମିଦୋରା)ଗ୍ରାମ ଠାରେ ଆଜି ସକାଳ 6ଟାରୁ ଅଷ୍ଟପ୍ରହରୀ ନାମ ଶଙ୍କିତ୍ତର୍ନ ଆରମ୍ଭ ହୋଇଯାଇଛି l ଏଥିରେ ମୁଖ୍ୟ ପୂଜକ ଶ୍ରୀ ଆୟୁଷ ତ୍ରିପାଠୀ ଙ୍କ ତତ୍ୱାବଧାନ ରେ ଅଷ୍ଟପ୍ରହରୀ ଆରମ୍ଭ ହୋଇଛି l ଏଥିରେ ଆଠଟି ସଂକୀର୍ତ୍ତନ ମଣ୍ଡଳୀ ନେଇଛନ୍ତି ସେମାନେ ହେଲେ ବଙ୍ଗାଳଗୁଡା, ବାଙ୍କସର୍ଗୀ, କୁମୁଲି, କୁଶମଖୁଟା, ପିତାରୀଗୁଡା, ଚାନ୍ଦିଲି ଓ ଗୁମିଡୋରାର ତଳଗୁଡା ଓ ଉପରଗୁଡା ଭଗନେଇଛନ୍ତି l ସେହିପରି ଏହି ଅଷ୍ଟପ୍ରହରୀ ଗ୍ରାମପରିଚାଳନା କମିଟି ରେ ଅର୍ଜୁନ ପାଇକ, ପୁରନ୍ଦର ପାଇକ, ଡମ୍ବରୁ ଜାନି, ନାରାୟଣ ପାଇକ, ଈଶ୍ୱର ପାଇକ, ଲକ୍ଷ୍ମଣ ନାୟକ,ଘସିଙ୍ଗ ବେହେରା, ଜଗନ୍ନାଥ ପାଇକ, ଡମ୍ବରୁ ଦଣ୍ଡସେନା, ଘେନୁ ପାଇକ ବଳଭଦ୍ର ଜାନି ଓ ଟଙ୍କ ପାଇକ ପ୍ରଭୁତି ଉପସ୍ଥିତ ରେ ଅଷ୍ଟପ୍ରହରୀ ନାମ ଚାଲିଛି l ଏଥିରେ ନାମ ପ୍ରେମୀ ପାଇଁ ଅନ୍ନ ପ୍ରସାଦ ଵେବସ୍ତା କରାଯାଇଛି l ଅଷ୍ଟପ୍ରହରୀ ପାଇଁ ଆସିଥିବା ଭକ୍ତ ଙ୍କ ପାଦଧୋଇ ଫୁଲ ଚନ୍ଦନ ଅଷ୍ଟପ୍ରହରୀ କୁ ନିମତ୍ରଣ କରି ନିଆଯାଉଛି l ଏହି ଅଷ୍ଟପ୍ରହରୀ କୁ ସାଂସଦ ପ୍ରତିନିଧି ଶ୍ରୀ ସୋମନାଥ ପୂଜାରୀ ଉପସ୍ଥିତ ଥିଲେ ଓ ଭକ୍ତଙ୍କ ଗହଣରେ ବସି ପ୍ରସାଦ ସେବନ କରିଥିଲେ


