ନବରଙ୍ଗପୁର:12//12,(ଉତ୍କଳ ସମାଚାର) ଜିଲ୍ଲା ର ତେନ୍ତୁଳୀଖୁଣ୍ଟି ବ୍ଲକ ଅନ୍ତର୍ଗତ ଅମଳାଭଟ୍ଟା ଗ୍ରାମ ଠାରେ କୃଷି ଭିତିକ ପର୍ବ ଦିଆଲି ଓ ସାପ୍ତାହିକ ମଙ୍ଗଳ ବାର ହାଟ ର ବାର୍ଷିକ ପୂର୍ତ୍ତୀ ଉପରେ ଏକ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି ଏହି କାର୍ଯ୍ୟକ୍ରମ ରେ ଗ୍ରାମ୍ୟକମିଟି ସଭାପତି ଶ୍ରୀ ରଞ୍ଜନ ଗଣ୍ଡା, ସାଧାରଣ ସମ୍ପାଦକ ଶ୍ରୀ ଶରଦ ଚନ୍ଦ୍ର ବିଶୋଇ, ଉପସଭାପତି ଶ୍ରୀ ମନୋଜ କୁମାର ଯାନ, ଶ୍ରୀ ଧର୍ମେନ୍ଦ୍ର ବିଶୋୟୀ, ବାବୁଲା ପାତ୍ର, ଦୟା ଜାନି, ଧନୁ ମୁଦୁଲି, ଦାମୋଦର ମୁଦୁଲି, ଶ୍ୟାମ କୁମ୍ଭାର, ଜଗଦିଶ ବିଶୋୟୀ, ରାମ ମୁଦୁଲି, ତୁଳାସିଂ ଗୌଡ଼,ବିକାଶ ଯାନୀ,ପିତ ମୁଦୁଲି, ଗୋପୀନାଥ କୁମ୍ଭୀର, ସୁନୀଲ ସୁନା, ପ୍ରବୀଣ ନାଗ ଓ ହଳଧର ବିଶୋୟୀ ପ୍ରଭୁତି ସଭ୍ୟ ଉପସ୍ଥିତ ଥିଲେ ଶେଷରେ ରଙ୍ଗାରଙ୍ଗ କାର୍ଯକ୍ରମ ହୋଇଥିଲା ଏଥିରେ ଗ୍ରାମ ର ଛୋଟ ପିଲାମାନେ ନୃତ୍ୟ ପରିବେଷଣ କରିଥିଲେ ସେମାନଙ୍କୁ କମିଟି ସେମାନଙ୍କୁ ପୁରସ୍କୃତ କରିଥିଲେ ଓ ଶେଷରେ ଦେଶିଆ ଗୀତ ପରିବେଷଣ ହୋଇଥିଲା ଓ ଚା, ଜଳ ପାନ ଵେବସ୍ତା କରାଯାଇଥିଲା

