Uncategorized

ପୁଅ ଜିଉତିଆରେ ଅସହାୟ ଦମ୍ପତିଙ୍କ ପୁଅ ସାଜିଲେ ସମାଜସେବୀ ଡ଼ଃ ଅମର ତାଣ୍ଡିଆ

ସମ୍ବଲପୁର,୧୫/୦୯(ଉତ୍କଳ ସମାଚାର),(ସରୋଜ ସାହୁ):କିଛି ଦିନ ପୂର୍ବେ ଗଣମାଧ୍ୟମରେ ରେ ପ୍ରକାଶିତ ନକ୍ସାପାଲିର ଏକ ବୃଦ୍ଧ ଦମ୍ପତିଙ୍କ ପୁତ୍ର ଜେଲରେ ଥିବା ବେଳେ ଏମାନେ ଅତ୍ୟନ୍ତ ଅସହାୟ ଭାବେ ଚଳୁଥିଲେ । ବେଳେ ଖାଇଲେ ଆର ବେଳେ ଉପାସରେ ରହୁଥିଲେ । ଏ ବିଷୟରେ ଖବର ପାଇ ରବିବାର ପୁଅ ଜିଉତିଆରେ ପୁତ୍ର ସାଜି ସ୍ବେଚ୍ଛାସେବୀ ଅନୁଷ୍ଠାନ “ସେବା”ର ସଭାପତି ଡ଼ଃ ଅମର ତାଣ୍ଡିଆ ସେମାନଙ୍କୁ ଭେଟି ଏକ ମାସର ରାସନ୍ ପ୍ରଦାନ କରିବା ସହ ଏହି ନ୍ୟାୟିକ ଲଢେଇରେ କିଭଳି ସହଯୋଗ କରିହେବ ସେମାନଙ୍କ ସହ ଆଲୋଚନା କରିଥିଲେ

Leave a Reply

Your email address will not be published. Required fields are marked *