ନବରଙ୍ଗପୁର:16//2,(ଉତ୍କଳ ସମାଚାର)ପାପଡାହାଣ୍ଡି ଥାନା ଅନ୍ତର୍ଗତ ଛଅଟି ଜାଗାରେ ପ୍ରବଳ ଭିଡ଼ ହୋଇଥିଲା ପାପଡାହାଣ୍ଡି 15.2.26ତାରିଖ ଓ 16.2.26ରେ ପାପଡାହାଣ୍ଡି ଥାନା ଏରିଆ ଭିତରେ ବାଘଷିଉନି ପଂଚାୟତ ର ତଣ୍ଡା ମନ୍ଦିର, ପାପଡାହାଣ୍ଡି ର ନୀଳକଣ୍ଠେଶ୍ଵର ମନ୍ଦିର, ଚାନ୍ଦିଲି ନୁଆଁ ଗୁଡା,ପାପଡାହାଣ୍ଡି ମେଡିକାଲ ପାଖରେ ଥିବା ଶିବ ମନ୍ଦିର ପ୍ରଭୂତି ଓ ବାସିଦିନ ମାଣ୍ଡାଡଙ୍ଗରିପ୍ରଭୃତି ଶିବ ମନ୍ଦିର ଗୁଡିକ ରେ ସକାଳୁ ସନ୍ଧ୍ୟା ପଯ୍ୟନ୍ତ ଭକ୍ତ ମାନେ ଲମ୍ବା ଲାଇନ ରେ ଛିଡା ହୋଇ ଦର୍ଶନ କରିଥିଲେପାପଡାହାଣ୍ଡି ପୋଲିସ ପକ୍ଷରୁ ସବୁ ଜାଗା ରେ ଶାନ୍ତ ଶୃଙ୍ଖଳା ପାଇଁ ପୁରା ଵେବସ୍ତା କରିଥିଲେ ସେହିପରି ତୁର୍ମୁଲା ଫାଣ୍ଡି ପକ୍ଷ ରୁନୂଆଗୁଡା ଠାରେ କାମଳକାନ୍ତ ଗନ୍ତାୟତ କନେଷ୍ଟେବଳ ଗୃହରକ୍ଷୀ ଧନପତି ମୁଦୁଲି, ଗୁହରକ୍ଷୀ ଗଣେଶ ଜାନି ସେହିପରି ହିର୍ଲି ଶିବ ମନ୍ଦିର ରେ କନେଷ୍ଟେବଲ ଜଗବନ୍ଧୁ ଭତ୍ରା ଗୁହରକ୍ଷୀ ରାମ ହରିଜନ ଓ ମଙ୍ଗୁଳୁ ଭତ୍ରା ଶାନ୍ତ ଶୃଙ୍ଖଳା ପାଇଁ ନିଓଜିତ ଥିଲେ ଉଭୟ ଜାଗା ରେ ଏ ଏସ ଆ ରାମଚନ୍ଦ୍ର ନାୟକ ତଦାରଖ କରିଥିଲେ

