କେନ୍ଦୁଝର :13//3,(ଉତ୍କଳ ସମାଚାର)କେନ୍ଦୁଝର ମୁଖ୍ୟାଳୟ ରେ ଶ୍ରୀଲେଦର୍ସ ର ନୂତନ ସୋରୁମ ଭାରତୀୟ ଷ୍ଟେଟବ୍ୟାଙ୍କ ମୁଖ୍ୟ ଶାଖା ପୂର୍ବପାର୍ଶ୍ଵ ରେ ଉଦଘାଟିତ ହୋଇ ଯାଇଛି, ଶ୍ରୀଲେଦର୍ସ ବିଜନେସ ଡେଭଲପମେଣ୍ଟ ମୁଖ୍ୟ ରକି ଦେ, ଶାଖା ମୁଖ୍ୟ ବଚନ ବେହେରା, ସୁଶ୍ରୀ ସୋନାଲି ବେହେରା ଙ୍କ ଉପସ୍ଥିତି ରେ ଏହି ସୋରୁମ ଜନସାଧାରଣ ଙ୍କ ପାଇଁ ଉଦଘାଟିତ ହୋଇଥିଲା, ଜିଲ୍ଲାର ଜନସାଧାରଣ ସୁଲଭ ମୂଲ୍ୟରେ ଉତ୍ତମ ମାନ ର ସ୍କୁଲ ଜୋତା ଠାରୁ ଆରମ୍ଭ କରି ଇଣ୍ଟରଭ୍ୟୁ ଫାର୍ମାଲ, ଫେସ୍ଟିଭଲ ସ୍ୟାଣ୍ଡାଲ, କମ୍ପୁଟର ସ୍ନିକାର, ଲାପଟପ ବ୍ୟାଗ, ଚମଡା ୱାଲେଟ, ପ୍ରଭୃତି ଦୈନିକ ବିଶେଷ ଆବଶ୍ୟକତା କୁ ଯୋଗାଇବା ଲକ୍ଷ୍ୟ ରଖିଛି,ଶ୍ରୀଲେଦର୍ଶ ପୂର୍ବ ଓ ଦକ୍ଷିଣ ଭାରତର ଝାରଖଣ୍ଡ, ବିହାର, ଓଡିଶା ର ୧୦ରୁ ଅଧିକ ଷ୍ଟୋର ସଫଳତା ର ସହିତ ପରିଚାଳନା କରୁଛି, ଏଥି ସହିତ ଅନଲାଇନ ମାଧ୍ୟମରେ ମଧ୍ୟ ଏହି ସବୁ ସାମଗ୍ରୀ ସୁଲଭ ମୂଲ୍ୟ ରେ ମିଳିବ ବୋଲି ଶ୍ରୀ ବଚନ ବେହେରା ପ୍ରକାଶ କରିଛନ୍ତି

