ପାପଡାହାଣ୍ଡି ତା 25.6.26,(ଉତ୍କଳ ସମାଚାର)ରିଖରେ ବିକାଶ ଧାରା ଓଡ଼ିଆ ସାରା ର ପଞ୍ଚମ ଦିବସ ରେ ନବରଙ୍ଗପୁର ଜିଲ୍ଲା ଯୋଜନା ବୋଡ଼ ଅଧକ୍ଷ ଶ୍ରୀ ଗୌରୀ ଶଙ୍କର ମାଝୀ, ଡାବୁଗାଁ ବିଧାୟକ ଶ୍ରୀ ମୋନହର ରନ୍ଧାରୀ, ମାନ୍ୟବର ପୂର୍ବତନ ସାଂସଦ ଶ୍ରୀ ପର୍ଶୁରାମ ମାଝୀ, ସ୍ୱତନ୍ତ୍ର ଉର୍ନୟନ ପରିଷଦ ଉପାଧ୍ୟକ୍ଷ ଶ୍ରୀ ଲିଙ୍ଗରାଜ ଭତ୍ରା, ପାପଡାହାଣ୍ଡି ବ୍ଲକ ଅଧକ୍ଷା ଶ୍ରୀମତୀ ହେମଲତା ମାଝୀ,ଗୋଷ୍ଠୀ ଉର୍ନୟନ ଅଧିକାରୀ କପିଲଦେବ ସାହୁ, ସାଂସଦ ପ୍ରତିନିଧି ଶ୍ରୀ ସୋମନାଥ ପୂଜାରୀ, ମଣ୍ଡଳ ଶିକ୍ଷା ଅଧିକାରୀ ଶ୍ରୀ ସୁଦୀପ୍ତ କୁମାର ଦାସ,ଜିଲ୍ଲା ଦକ୍ଷତା ବିକାଶ ଅଧିକାରୀ ଶ୍ରୀ ଆନନ୍ଦ ପଳେଇ, ଦକ୍ଷତା ବିକାଶ ଓ ନିଯୁକ୍ତି ଅଧିକାରୀଶ୍ରୀ ଶୁଭମ ମହାପାତ୍ର, ଉଦ୍ୟଗୋ ବିଭାଗ ଅଧିକାରୀ ସ୍ଵାତି ମିଶ୍ର, ଆଜିର ଶିକ୍ଷା ମନ୍ତ୍ରୀ ଙ୍କ ପ୍ରତିନିଧିଶ୍ରୀ ଦୀନବନ୍ଧୁ ବିଷୋୟୀ, ପାପଡାହାଣ୍ଡି ମଣ୍ଡଳ ସଭାପତିଶ୍ରୀ ମୋନଜ ଅଗ୍ରଵାଲ, ଡ଼ଙ୍ଗରା ମଣ୍ଡଳ ସଭାପତି ଶ୍ରୀ କେ କ୍ରିଷ୍ଣା, ଜି ପି ଓଶ୍ରୀ କମଳେନ୍ଦୁ ଦାସ, ବି ଏସ ଏସ ଓ ସୁବ୍ରତ କିସାନ, ଡବ୍ଲୁ ଇ ଓ ଦେବବ୍ରତ ପରିଡା, ଜେ ଇ ବାପୁଜୀ ନାୟକ, ଜେ ଇ ବିପିନି ତ୍ରିପାଠୀ ଏ ଇ ଇ ଅଭିମନ୍ୟୁ ବେହେରା,ବି ଏଲ ସି ସନ୍ଧ୍ୟାରାଣୀ ବିଷୋୟୀ,ତ୍ରିନାଥ ଆମନାତ୍ୟ ଓ ହରି ପାଣିଗ୍ରାହୀ କଲେଜ ଓ ହାଇସ୍କୁଲ ଛାତ୍ର ଓ ଛାତ୍ରୀ ଉପସ୍ଥିତ ଥିଲେ ଦକ୍ଷତା ବିକାଶ ସରକାର ଙ୍କ ଯୋଜନା ବିଷୟରେ ଯୁବକ ଓ ଯୁବତୀ ମାନଙ୍କୁ ଅଧିକାରୀ ମାନେ ବୁଝାଇ ଥିଲେ. ଯୁବକ ମାନଙ୍କୁ ଆତ୍ମନିଭର ଭାରତ ର ଯୋଜନା ବିଷୟରେ ବୁଝାଇ ଥିଲେ ଶେଷରେ ଅଙ୍ଗନବାଡି କର୍ମୀ ମାନଙ୍କୁ ମୋବାଇଲ ବଣ୍ଟନ କରାଗଲା ତାସହିତ ମୁଖ୍ୟମନ୍ତ୍ରୀ ଅର୍ଣ୍ଣପୂର୍ଣ୍ଣ ଯୋଜନା କାର୍ଡ ବଣ୍ଟନ କରାଗଲା ଶେଷରେ ଗୋଷ୍ଠୀ ଉର୍ନୟନ ଅଧିକାରୀ ଶ୍ରୀ କପିଲଦେବ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ,ବ୍ଲକ ପ୍ରଶାସନ ତରଫରୁ ହଜାରେ ଲୋକଙ୍କ ଖାଇବା ପାଇଁ ଖାଦ୍ୟ ରାନ୍ଧି ଥିଲେ

