ପାପଡାହାଣ୍ଡି 14.8.26,(ଉତ୍କଳ ସମାଚାର)ତାରିଖ ରେ ତ୍ରିରଙ୍ଗାରାଲି ଅନୁଷ୍ଠିତ ହୋଇଯାଇଛି ଏହି ରାଲିରେ ଶିଶୁ ମନ୍ଦିର ପାପଡାହାଣ୍ଡି, ଅରବିନ୍ଦ ବିଦ୍ୟାଳୟ, ଆଦର୍ଶ ବିଦ୍ୟାଳୟ, ଏଲ ବି ଏଚ ଏସ ଓ କଲେଜ ପିଲାମାନେ ଅଂଶ ଗ୍ରହଣ କରିଥିଲେ ଏହି ରାଲି ରେ ପୂର୍ବତନ ସାଂସଦଶ୍ରୀ ପର୍ଶୁରାମ ମାଝୀ, ସ୍ୱତନ୍ତ୍ର ଉର୍ନୟନ ପରିଷଦ ଉପାଧ୍ୟକ୍ଷ ଶ୍ରୀ ଲିଙ୍ଗରାଜ ଭତ୍ରା,ମନ୍ତ୍ରୀ ପ୍ରତିନିଧି ଶ୍ରୀ ହରି ମୋହନ ଶର୍ମା ପାପଡାହାଣ୍ଡି ଅଧକ୍ଷା ଶ୍ରୀମତୀ ହେମଲତା ମାଝୀ, ଉପାଧ୍ୟକ୍ଷ ଶ୍ରୀ ଶୁଶାନ୍ତ କୁମାର ବେହେରା,ଗୋଷ୍ଠୀ ଉର୍ନୟନ ଅଧିକାରୀଶ୍ରୀ କପିଲଦେବ ସାହୁ,ସାଂସଦ ପ୍ରତିନିଧି ଶ୍ରୀ ସୋମନାଥ ପୂଜାରୀ, ପାପଡାହାଣ୍ଡି ମଣ୍ଡଳ ସଭାପତି ଶ୍ରୀ ମୋନଜ ଅଗ୍ରଵାଲ,ଜି ପି ଓ ଶ୍ରୀ କମେଳେନ୍ଦୁ ଦାସ, ଡବ୍ଲୁ ଇ ଓଶ୍ରୀ ଦେବବ୍ରତ ପରିଡା, ଏ ଇ ଇ ଶ୍ରୀ ଅଭିମନ୍ୟୁ ବେହେରା, ଜେ ଇଶ୍ରୀ ବାପୁଜୀ ନାୟକ, ବି ଏସ ଏସ ଓ ଶ୍ରୀ ସୁବ୍ରତ କିସାନ, ବି ପି ଏମ ଶ୍ରୀ ଶୁଧାଂଶୁ ବିଶ୍ୱାଳ, ବି ଏଲ ସିଶ୍ରୀମତୀ ସନ୍ଧ୍ୟାରାଣୀ ବିଷୋୟୀ,ଏ ବି ଓ ଶ୍ରୀ ବାଲକଦାସ ରନ୍ଧାରୀ,ପେସା କୋଡିନେଟର ଶ୍ରୀ ଗିରିଶ ପ୍ରସାଦ ଦଳେଇ ପି ଏଲ ଭି ମେମ୍ବର ଶ୍ରୀ ରାଜ କିଶୋର ରାଓ, ଶଙ୍କର ଜୈନ, ତ୍ରିନାଥ ଅମନାତ୍ୟ, ହରି ପାଣିଗ୍ରାହୀ,ପ୍ରଶାନ୍ତ ପାଣିଗ୍ରାହୀ, ଦୀନବନ୍ଧୁ ବିଷୋୟୀ ଓ ପାପଡାହାଣ୍ଡି ର ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଓ ବହୁତ ଶିକ୍ଷକ ଶିକ୍ଷୟତ୍ରୀ ଯୋଗ ଦେଇଥିଲେ ଶାନ୍ତି ଶୃଙ୍ଖଳା ପାଇଁ ପାପଡାହାଣ୍ଡି ଏସ ଡି ପି ଓ ଶ୍ରୀ ସତ୍ୟଜିତ କଣ୍ଡେଲକାଲ, ପାପଡାହାଣ୍ଡି ଥାନା ଅଧିକାରୀ ଶ୍ରୀ ଉମେଶ ଚନ୍ଦ୍ର ନାଇକ ଏସ ଆଇ ଶ୍ରୀ ଉମାକାନ୍ତ ଶବର ଓ ପୁରା ପୋଲିସ ଟିମ ମିଶି ଶାନ୍ତି ଶୃଙ୍ଖଳା ରକ୍ଷା କରିଥିଲେ. ପୋଲିସ ପକ୍ଷରୁ ତ୍ରିରଙ୍ଗା ରାଲି ରେ ଭାଗ ନେଇଥିବା ପ୍ରତି ପିଲାଙ୍କୁ ବିସକେଟ ଓ ଚକଲେଟ ବଣ୍ଟନ କରିଥିଲେ ଶେଷରେ ସହିଦ ମିନାର ଠାରେ ସଭା ଓ ତ୍ରିରଙ୍ଗା ରାଲି ଉପଲକ୍ଷେ ହସ୍ତାକ୍ଷର ଅନୁଷ୍ଠିତ ହୋଇଥିଲା ସମସ୍ତେ ପ୍ରତି ଘରେ ତ୍ରିରଙ୍ଗା ଲଗାଇ ବାର ଉଦେଶ୍ୟ ବିଷୟରେ ବୁଝାଇ ଥିଲେ

