ପାପଡାହାଣ୍ଡି ତା 17.8.26:(ଉତ୍କଳ ସମାଚାର)ରିଖରେସ୍ୱାସ୍ଥ୍ୟ ମନ୍ତ୍ରୀ ଶ୍ରୀ ମୁକେଶ ମହାଳିଙ୍ଗ ପାପଡାହାଣ୍ଡି ସହିଦ ମିନାର ପରିଦର୍ଶନ ରେ ଆସିଥିଲେ. ସ୍ୱାସ୍ଥ୍ୟମନ୍ତ୍ରୀ ଙ୍କୁ ସ୍ୱାଗତ କରବା ପାଇଁ ପାପଡାହାଣ୍ଡି ମେଡିକାଲ ଅଧିକାରୀ ଶ୍ରୀ ଡ଼କ୍ଟର ଦିଲ୍ଲୀପ କୁମାର ଦଳେଇ, ଡ଼କ୍ଟର ଶ୍ରୀମତୀ ମନସ୍ମିତା ମହାନ୍ତି, ଡ଼କ୍ଟର ସୁଶ୍ରୀ ସୁସ୍ମିତା ସେଠି, ବି ପି ଏମ ଶ୍ରୀ ଶୁଭରଞ୍ଜନ ପଟ୍ଟନାୟକ ଓ ଅନ୍ୟ ଷ୍ଟାଫ ସବୁ ଉପସ୍ଥିତ ରହିଥିଲେ ସେମାନେ ମନ୍ତ୍ରୀ ଙ୍କୁ ଫୁଲତୋଡ଼ା ଓ ଉପଢୌକନ ଦେଇ ସ୍ୱାଗତ କରିଥିଲେ ସେହିପରି ବ୍ଲକ ତରଫରୁ ପାପଡାହାଣ୍ଡି ବ୍ଲକ ଅଧକ୍ଷା ଶ୍ରୀମତୀ ହେମଲତା ମାଝୀ, ଉପାଧ୍ୟକ୍ଷଶ୍ରୀ ଶୁଶାନ୍ତ କୁମାର ବେହେରା,ବି ଡି ଓ ଶ୍ରୀ କପିଲଦେବ ସାହୁ, ଜି ପି ଓ ଶ୍ରୀ କମେଳେନ୍ଦୁ ଦାସ, ବି ପି ଏମ ଶ୍ରୀ ସୁଧାଂଶୁ ବିଶ୍ୱାଳ, ଏ ଇ ଇ ଶ୍ରୀ ଅଭିମନ୍ୟୁ ବେହେରା, ଜେ ଇ ଶ୍ରୀ ବାପୁଜୀ ନାୟକ, ଜେ ଇ ଶ୍ରୀ ରତ୍ନାକର ପାଇକ, ବି ଏସ ଏସ ଓ ଶ୍ରୀ ସୁବ୍ରତ କିସାନ,ପେସା କୋଡିନେଟର ଶ୍ରୀ ଗିରିଶ ପ୍ରସାଦ ଦଳେଇ ପ୍ରଭୁତି ଫୁଲତୋଡ଼ା ସ୍ୱାଗତ କରିଥିଲେ ସେହିପରି ବିଜେପି ପକ୍ଷ ରୁ ସ୍ୱାସ୍ଥ୍ୟ ମନ୍ତ୍ରୀ ଙ୍କ ସାଙ୍ଗ ରେ ଆସିଥିଲେ ଯୋଜନା ବୋର୍ଡ ଅଧକ୍ଷ ଶ୍ରୀ ଗୌରୀଶଙ୍କର ମାଝୀ, ସ୍ୱତନ୍ତ୍ର ଉର୍ନଇନ ପରିଷଦ ଉପାଧ୍ୟକ୍ଷଶ୍ରୀ ଲିଙ୍ଗରାଜ ଭତ୍ରା, ପୂର୍ବତନ ସାଂସଦ ଶ୍ରୀ ପର୍ଶୁରାମ ମାଝୀ, ସାଂସଦ ପ୍ରତିନିଧି ଶ୍ରୀ ସୋମନାଥ ପୂଜାରୀ, ଜିଲ୍ଲା ସଭାପତି ଶ୍ରୀ କୁଞ୍ଜ ବିହାରୀ ଦାସ, ଶ୍ରୀ ହରି ମୋହନ ଶର୍ମା, ପାପଡାହାଣ୍ଡି ମଣ୍ଡଳ ସଭାପତି ଶ୍ରୀ ମୋନଜ ଅଗ୍ରଵାଲ, ଶ୍ରୀ ଶଙ୍କର ଜୈନ, ଶ୍ରୀ ପ୍ରଶାନ୍ତ ପାଣିଗ୍ରାହୀ, ଶ୍ରୀ ଦୀନବନ୍ଧୁ ବିଷୋୟୀ, ଦାମଦୋର ପ୍ରଧାନ,ହରି ପାଣିଗ୍ରାହୀ,ତ୍ରିନାଥ ଆମନାତ୍ୟ ପ୍ରଭୃତି ଉପସ୍ଥିତ ଥିଲେ ଶାନ୍ତି ଶୃଙ୍ଖଳା ପାଇଁ ପାପଡାହାଣ୍ଡି ଏସ ଡି ପି ଓ ଶ୍ରୀ ସତ୍ୟଜିତ କଣ୍ଡେଲକାଲ, ପାପଡାହାଣ୍ଡି ଥାନ ଅଧିକାରୀ ଶ୍ରୀ ଉମେଶ ଚନ୍ଦ୍ର ନାଇକ, ଏସ ଆଇ ଶ୍ରୀ ଉମାକାନ୍ତ ଶବର, ଏ ଏସ ଆଇ ଶ୍ରୀ ଶଶୀ ରଞ୍ଜନ ନାଗ ଓ ପୁରା ଟିମ ଉପସ୍ଥିତ ଥିଲେ ମନ୍ତ୍ରୀ ସହିଦ ମିନାର ରେ ପୁଷ୍ପାଞ୍ଜଳୀ ଦେଇ ଓଡିଶା ର ଜାତୀୟ ସଂଗୀତ ଗାନ କରାଗଲା ପରେ ମହାପୁରୁଷ ମାନଙ୍କୁ ମାଲ୍ୟାପର୍ଣ କରିଥିଲେ

