ପାପଡାହାଣ୍ଡି ତା 29/09/26,(ଉତ୍କଳ ସମାଚାର)ରିଖରେ ପାପଡାହାଣ୍ଡି ବ୍ଲକ ର ତୁମର୍ଲା ପଂଚାୟତ ଅନ୍ତର୍ଗତ ରାଜାମାଟୁ ଗ୍ରାମ ଅଙ୍ଗନୱାଡି( କ )ଠାରେ ଅଙ୍ଗକା ଉଚ୍ଚବ ପାଳନ ହୋଇ ଯାଇଛି ଏହି ଉଚ୍ଚବ 27/09/26ଠାରୁ 29/09/26 ତିନି ଦିନ ପର୍ଯ୍ୟନ୍ତ ପାଳନ କରାଗଲାl ଏହି କାଯ୍ୟକ୍ରମ ରେ ଶିଶୁ ମାନଙ୍କ ଅଭିଭାବକ ଙ୍କୁ ନେଇ ଖାଦ୍ୟ ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏହି ପ୍ରତିଯୋଗିତା ରେ ଅଂଶଗ୍ରହଣ କରିଥିବା ଦୁଇ ଟି ଅଙ୍ଗନୱାଡି କେନ୍ଦ୍ର ର ଛଅ ଜଣ ଙ୍କୁ ମାନପତ୍ର ଦିଆଗଲା ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ରାଜାମାଟୁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀ ଅନାମ ସେଠିଆ, ସଂମ୍ମାନିତ ଅତିଥି ଭାବେଉତ୍କଳ ସମାଚାର ର ସାମ୍ବାଦିକ ଶ୍ରୀ ସୀତାକାନ୍ତ ବିଷୋୟୀ ମୁଖ୍ୟ ବକ୍ତା ଭାବେ ଅଙ୍ଗନୱାଡି କର୍ମୀ ଶ୍ରୀମତୀ ନୀଳବତୀ ଜାନି ଓ ସାବିତ୍ରୀ ଜାନି, ଆଶା କର୍ମୀ ଗୋଛାମଣୀ ଜାନି ଓ ଲତା ନାୟକ ଉପସ୍ଥିତ ରେ ଅଭିଭାବକ ମାନଙ୍କୁ ମାନପତ୍ର ଦେଇ ପୁରସ୍କୃତ କରାଗଲା l ଏହି ଉଚ୍ଚବରେ60ଜଣ ଗର୍ଭବତୀ ଓ ପ୍ରସୂତି ମାଆ ମାନେ ଉପସ୍ଥିତ ଥିଲେ l ଏହି କାର୍ଯ୍ୟକ୍ରମ ରେଦୁଇ ଟି ଅଙ୍ଗନୱାଡି ର ମାଆ ମାନେ ଉପସ୍ଥିତ ରହି ଅଙ୍ଗନ କା ଉଚ୍ଚବ ପାଳନ କରିଥିଲେ

